ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୦, ୨୦୨୨)

ଭୁବନେଶ୍ୱର ଓୟୁଏଟି ଫାର୍ମରେ ଚାଲିଛି ଚାଷ କାର୍ଯ୍ୟ

 

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବନ୍ଧରେ କମାରମାନେ ଲୁହା ପଜାଉଛନ୍ତି

 

ଭୁବନେଶ୍ୱର ଉପକଣ୍ଠ ଦୟା ନଦୀରୁ ବେଆଇନ ବାଲିଚାଲାଣ

 

ପୁରୀ ଶରଧାବାଲିରେ ଅନୁଷ୍ଠିତ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି

 

ମହାଶିବରାତ୍ରୀ ଲାଗି କଟକ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ଆଖଣ୍ଡଳମଣି ମନ୍ଦିର ପରିସରରେ ଥିବା ମୂର୍ତ୍ତିକୁ ରଙ୍ଗ ତୂଳୀରେ ନୂତନ ରୂପରେଖ ଦେଉଛନ୍ତି ଶିଳ୍ପୀ

 

ମହାଶିବରାତ୍ରୀ ପାଇଁ କଟକ ଫିରିଙ୍ଗ ବଜ଼ାରରେ ଜାଗର ଟୋପି ପ୍ରସ୍ତୁତ କରୁଛନ୍ତି ମହିଳା

 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଓଡିଶା ଓମେନ୍ସ ଫୁଟବଲ ଲିଗର ମ୍ୟାଚ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୧, ୨୦୨୧)

ଭୁବନେଶ୍ୱରର ନିଲାଦ୍ରି ବିହାରର ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଲଲିତକଳା ଏକାଡେମୀ ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନ ଗୋପାଷ୍ଟମି ଅବସରରେ କଟକସ୍ଥିତ ମାରୱାରୀ କ୍ଲବରେ ଗୋମାତା ଙ୍କୁ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୭, ୨୦୨୧)

ଭୁବନେଶ୍ୱର କିଟ୍ ସ୍ପୋର୍ଟସ୍ ଷ୍ଟାଡିୟମରେ ‘ଫିଫା ଫୁଟବଲ୍ ଫର ସ୍କୁଲ୍’ର ଉଦଘାଟନୀ ସମାରୋହ   କଟକ ରେଭେନ୍ସା ୟୁନିଭରସିଟି ଗ୍ରାଉଣ୍ଡରେ ଅତିଥିମାନଙ୍କ ସହିତ କଳାହାଣ୍ଡି କପ୍...

ଓଡ଼ିଶା: ଆଜିର ଫଟୋ (ମେ ୨୫, ୨୦୨୧)

ଭୁବନେଶ୍ୱରରେ ଲଗାଣ ବର୍ଷା   ଭୁବନେଶ୍ୱର ପିଏମଜି ଛକରେ ଲିଚୁ ବିକୁଛନ୍ତି ବ୍ୟବସାୟୀ     କଟକ ବାଦାମବାଡ଼ି ମୁଖ୍ୟରାସ୍ତାରେ ବସିଥିବା ଅସ୍ଥାୟୀ ପରିବା ବଜାରରେ ଲୋକଙ୍କ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୯, ୨୦୨୧)

ଭୁବନେଶ୍ୱର ପଟେଲ ଭବନ ପୁରୁଣା ବିଧାନସୌଧରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଛାୟା ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରୟଣ ପାତ୍ରଙ୍କ ସହ ଅନ୍ୟ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୨, ୨୦୨୨ )

ଭୁବନେଶ୍ୱରରେ ମୌସୁମୀଜନିତ ଲଗାଣ ବର୍ଷା   ଭୁବନେଶ୍ୱର ଲୋୟର ପିଏମଜିରେ ଓଡ଼ିଶା ପ୍ରଜା ସଂଘର୍ଷ ସମିତି ପକ୍ଷରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା କୀର୍ତ୍ତନ କଳାକାରଙ୍କ...

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୪, ୨୦୨୧)

ବାତ୍ୟା ପ୍ରଭାବରେ ଭୁବନେଶ୍ୱରରେ ବର୍ଷା   ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ୟୁନାଇଟେଡ଼ ଷ୍ଟେଟ୍ସ ଓ ଇଜିପ୍ଟ ମଧ୍ୟରେ...

ଓଡ଼ିଶା: ଆଜିର ଫଟୋ (ମେ ୪,୨୦୨୨)

ଜାତୀୟ ଶିକ୍ଷା ନୀତି ୨୦୨୦କୁ ବାତିଲ କରିବା ଦାବି ନେଇ ଏଆଇଡିଏସଓ ପକ୍ଷରୁ ରେଭେନଶା ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଦସ୍ତଖତ ଅଭିଯାନ   କଟକ...

ଓଡ଼ିଶା: ଆଜିର ଫଟୋ

କଟକ ଅମରେଶ୍ୱର ମନ୍ଦିରରେ ଅନୁଷ୍ଠିତ ହର-ପାର୍ବତୀ ବିବାହ ଉତ୍ସବ   ଲକ୍‌ଡାଉନ ୪.୦ର ୧୦ମ ଦିନରେ ଭୁବନେଶ୍ୱର   ନିଜ ଗ୍ରାମ ଅଭିମୁଖେ ତାମିଲନାଡୁରୁ ଫେରିଥିବା...

Advertisement
Archives

Model This Week