ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୦, ୨୦୨୨)

ଭୁବନେଶ୍ୱର ସୂଚନାଭବନରେ ବୈଶାଖୀ ଉତ୍ସବର ଉଦଯାପନ ଅବସରରେ ଶୀଜଗନ୍ନାଥଙ୍କ ହୋଲି ପହଣ୍ଡି ଓ ଓଡ଼ିଆ ନବବର୍ଷ ପାଳିତ

 

ଧରିତ୍ରୀ ଓ ଓଡ଼ିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥୀଙ୍କୁ ଭୁବନେଶ୍ୱର ସୂଚନାଭବନରେ ‘ଚିନ୍ତା ଓ ଚେତନା’ ପକ୍ଷରୁ  ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ‘ଜାତୀୟ ନୀଳଚକ୍ର’ ସମ୍ମାନରେ ସମ୍ମାନିତ କରୁଛନ୍ତି

 

ଭୁବନେଶ୍ୱର ସଚିବାଳୟ ମାର୍ଗରେ ଅଳିଆ ଆବର୍ଜନାକୁ ଖୋଲା ଅବସ୍ଥାରେ ନେଇ ଯାଉଥିବା ବିଏମସି ଗାଡ଼ିରୁ ଅଳିଆ ବିଛାଡ଼ି  ହୋଇ ରାସ୍ତାରେ ପଡ଼ିଛି

 

ଭୁବନେଶ୍ୱରରେ ବିଏମସି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ତାରିଣୀ ମନ୍ଦିରକୁ ଭଙ୍ଗା ଯାଉଛି

 

କଟକ ନୟାସଡ଼କ  ରାସ୍ତା ପାର୍ଶ୍ୱ ଜଳଛତ୍ର କେନ୍ଦ୍ରରୁ ଦହିପାଣି ପିଉଛନ୍ତି ଛାତ୍ରୀଛାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୬ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଚିନ୍ତା ଓ ଚେତନା ପକ୍ଷରୁ ୪୯ତମ ବର୍ଷା ଉତ୍ସବ ଆୟୋଜିତ     ପୁରୀ ବଡ଼ଦାଣ୍ଡରେ ଖୋଲିଥିବା ରାକ୍ଷୀ ଷ୍ଟଲ୍‌ରେ ଝିଅମାନେ ରାକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri