ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୧, ୨୦୨୨)

ଭୁବନେଶ୍ୱର ରାମମନ୍ଦିରରେ ନୂଆବର୍ଷ ଲାଗି ଦୀପ ପ୍ରଜ୍ୱଳନ

 

ଭୁବନେଶ୍ୱର ସୁନ୍ଦରପଦାରେ ବଗଙ୍କ ମନୋରମ ସମାବେଶ

  କଟକ ସିଲଭର ସିଟି ବୋଟିଂ କ୍ଲବରେ ନୂଆବର୍ଷ ପାଇଁ ଭିଡ଼

 

ନୂଆବର୍ଷରେ କଟକ ଯୋବ୍ରାସ୍ଥିତ ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟ ସମ୍ମୁଖ ମହାନଦୀ ତଟ

 

ନବବର୍ଷ ପାଳନ ଅବସରରେ କଟକ ବାଲିଯାତ୍ରା ତଳ ପଡ଼ିଆ ଗଡ଼ଗଡ଼ିଆ ଘାଟରେ ଭିଡ଼

 

କଟକ ଯୋବ୍ରା ରାସ୍ତା ପାର୍ଶ୍ୱସ୍ଥ ଆଇ ଲଭ କଟକ ଫଳକ ନିକଟରେ ଫଟୋ ଉଠା ଚାଲିଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?