ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ରାସ୍ତା ବୁଡି ଆଣ୍ଠିଏ ପାଣି

ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର କେନାଲ ରୋଡ଼ ବ୍ରିଜ ଉପରେ ଅଳିଆ ସଫା ନ ହୋଇ ଗଦା ହୋଇ ରହିଛି

କଟକ ସ୍ଥିତ ରେଭେନଶା କଲେଜରେ +୨ ନବାଗତଙ୍କ ପାଇଁ ଅନୁଷ୍ଠିତ ସ୍ୱାଗତ ଉତ୍ସବ


