ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୧୯, ୨୦୨୨)

ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା’ରେ କାରିଗରମାନେ ସେମାନଙ୍କ କଳାକୃତିରୁ ସର୍ବୋତ୍ତମ ମୂଲ୍ୟ ପାଇବା ପାଇଁ ପ୍ରଦର୍ଶନ କରୁଛନ୍ତି

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଛାତ୍ରୀଛାତ୍ରମାନେ ବୈଜ୍ଞାନିକ ପ୍ରଦର୍ଶନୀକୁ ବୁଲି ଦେଖୁଛନ୍ତି

 

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଏବଂ TE ଏବଂ SCERT ନିର୍ଦ୍ଦେଶାଳୟ ଦ୍ୱାରା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ବିଜ୍ଞାନ ସେମିନାର ଆୟୋଜିତ

 

ଭୁବନେଶ୍ୱରରେ ସମ୍ପ୍ରଦାୟ ଭିତ୍ତିକ ଅନୁଷ୍ଠାନକୁ ବଜାୟ ରଖିବା ଉପରେ କର୍ମଶାଳା ଆୟୋଜିତ

 

ପୂର୍ବତନ ସାଂସଦ ତଥା ବିପ୍ଲବୀ ସାରଙ୍ଗଧର ଦାସଙ୍କ ୧୩୫ତମ ଜୟନ୍ତୀ ପାଳନ ଅବସରରେ କଟକ ଝୋଲା ସାହି ସ୍ଥିତ ସାରଙ୍ଗଧର ଶିଶୁ ଉଦ୍ୟାନରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ

 

କଟକ ସହରରେ କର୍ମକ୍ଷେତ୍ରକୁ ଯିବା ପାଇଁ ଅପେକ୍ଷାରତ ଦିନ ମଜୁରିଆ

 

କଟକ ଜଗତପୁର ଥାନା ପୋଲିସ ପଦ୍ମପୁର ଅଞ୍ଚଳରୁ ଜବତ କରିଥିବା ବିପୁଳ ପରିମାଣର ବାଣ ସାମଗ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri