ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୯, ୨୦୨୧)

କଟକ ସିଡିଏ ମଧୁସୂଦନ ସେତୁ ମହାନଦୀ ପାର୍ଶ୍ୱସ୍ଥ ପଠାରେ ଲାଗିଥିବା ନିଆଁ, ଏହା ଫଳରେ ପଠାରେ ଥିବା ଏକ ଥୁଣ୍ଟା ଗଛ ଡାଳରେ ପକ୍ଷୀମାନେ ଆଶ୍ରୟ ନେଇଛନ୍ତି

 

ରାଜଧାନୀରେ ପ୍ରବଳ ଖରା ଓ ଶୋଷ ଯୋଗୁଁ ଲୋକମାନେ ତରଭୁଜ ଖାଉଛନ୍ତି

 

କଟକ ଦୋଳମୁଣ୍ଡାଇ ରାସ୍ତା ପାର୍ଶ୍ୱରେ ବିକ୍ରୟ ପାଇଁ ଟୋପି ଗୁଡିକୁ ସଜାଡୁଛନ୍ତି ବ୍ୟବସାୟୀ

 

ରାଜଧାନୀରେ ପ୍ରବଳ ଖରା ଯୋଗୁଁ ଛାତ୍ରୀମାନେ ମୁହଁରେ ଓଢଣୀ ଓ ହାତରେ ଛତା ଧରି ଯାଉଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଓଡ଼ିଶା: ଆଜିର ଫଟୋ ( ୨୩ ଅଗଷ୍ଟ, ୨୦୨୬)

କଟକରେ ଲଘୁଚାପଜନିତ ଲଗାଣ ବର୍ଷା     ଶ୍ରାବଣ ମାସ ଅନ୍ତିମ ସୋମବାରରେ ବିଭିନ୍ନ ଶୈବପୀଠକୁ ଜଳଲାଗି ପାଇଁ କଟକ ଗଡ଼ଗଡ଼ିଆ ଘାଟରୁ ବାହାରିଥିବା କାଉଡ଼ିଆମାନେ  …

ଓଡ଼ିଶା: ଆଜିର ଫଟୋ ( ୨୨ ଅଗଷ୍ଟ, ୨୦୨୬)

ଶିପି କୁମ୍ଭାର ସାହି ଅଞ୍ଚଳରେ ଖୁଦୁରୁକୁଣୀ ମୂର୍ମୟୀ ପ୍ରତିମାଙ୍କୁ ରଙ୍ଗତୁଳିରେ ରୂପରେଖ ଦେଉଛନ୍ତି ଶିଳ୍ପୀ ଶନିବାର କଳିଙ୍ଗ ଷ୍ଟାଡିୟମରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲଭର ମିଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri