ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୯, ୨୦୨୩ )

ଯୋବ୍ରା ଆନିକଟ ଠାରେ ମହାନଦୀରେ ପ୍ରବାହିତ ବନ୍ୟା ଜଳ

 

 

ସ୍ଥାନୀୟ ଅଂଚଳ ଲୋକମାନେ ଟାୟାର ଜାଳି ରାସ୍ତା ରୋକ କରୁଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଂଚି ଜଳୁଥିବା ଟାୟାରକୁ ରାସ୍ତାରୁ ହଟାଉଛନ୍ତି

 

 

ଏଆଇଟିୟୁସି ର ସଦସ୍ୟମାନେ ବୁଧବାର ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ଧାରଣା ଦେଉଛନ୍ତି

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୨ ଅଗଷ୍ଟ, ୨୦୨୬)

ବୁଧବାର ରବୀନ୍ଦ୍ର ମଣ୍ଡପରେ ହୃଦୟ ସଂଗଠନ ପକ୍ଷରୁ ସେକ୍ସପିୟରଙ୍କ ନାଟକ ପରିବେଷଣ   📲 Follow Dharitri – Odisha’s No.1 Odia Daily 📰✨

ଓଡ଼ିଶା: ଆଜିର ଫଟୋ ( ୧୧ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅଗଷ୍ଟ ୧୫ ପାଇଁ ପରେଡ୍‌ ରିହର୍ସାଲ୍‌       କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri