ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୯, ୨୦୨୨)

କଟକ ନରାଜ ଆନିକଟରେ ପ୍ରବାହିତ ବନ୍ୟାଜଳରେ ମାଛ ଧରୁଛନ୍ତି ଧୀବର

 

କଟକରେ ଓଡିଶା ବନ୍ଦ ପ୍ରଭାବ ଶୁନ୍ୟ

 

କଟକ କୁମ୍ଭାରସାହି ଅଞ୍ଚଳରେ ଖୁଦୁରୁକୁଣିଙ୍କ ପ୍ରତିମା ଗଢିବାରେ ନିମଗ୍ନ ଶିଳ୍ପୀ

 

 

‘ଓଡିଶା ବନ୍ଦ’ର ଭୁବନେଶ୍ୱରରେ ସେପରି କିଛି ଖାସ ପ୍ରଭାବ ନାହିଁ

 

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ମାର୍ଟ ସିଟି ଅନଲାଇନ ଅଟୋ ଆସୋସିଏସନ ପକ୍ଷରୁ ବିକ୍ଷୋଭ

 

ଓଡିଶା ବନ୍ଦ ଯୋଗୁ ପେଟ୍ରୋଲ ଟାଙ୍କି ବନ୍ଦ ଥିବା ସମୟରେ ଭୁବନେଶ୍ୱର ଝାରପଡ଼ା ଓଭରବ୍ରିଜ ତଳେ ଚୋରାରେ ପେଟ୍ରୋଲ ବିକ୍ରି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?