Advertisement

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୧୮, ୨୦୨୨ )

ଉତ୍କଳରତ୍ନ ବିଶ୍ୱନାଥ ମିଶ୍ରଙ୍କ ୧୪୫ତମ ଜୟନ୍ତୀ ଅବସରରେ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି

 

ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଗଙ୍ଗାଧର ଦାସଙ୍କ ସ୍ମୃତିରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ସ୍ୱତନ୍ତ୍ର ଲଫାପା ଉନ୍ମୋଚନ କରୁଛନ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର

 

 

ଚାଷୀ ପେନଶନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବାଲିଅନ୍ତା ରାସ୍ତାରେ ବିକ୍ଷୋଭ

 

ବାଲିଯାତ୍ରା ଉତ୍ସବକୁ ସ୍ୱଚ୍ଛ, ସରସ ଓ ସୁନ୍ଦର କରିବା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ମେ ୧୭, ୨୦୨୧)

ଭୁବନେଶ୍ୱରରେ ଉତ୍ତାପକୁ ପ୍ରବଳ ଖରା ହେତୁ ବରମୁଣ୍ଡା ଅଞ୍ଚଳର ଏକ ପୋଖରୀରେ ପିଲାମାନେ ପାଣିରେ ଡେଉଁଛନ୍ତି ଭୁବନେଶ୍ୱର ର ସୁନ୍ଦରପଦା ଠାରୁ ଜଟଣୀ ରାସ୍ତା ପାଶ୍ୱର୍ରେ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୮, ୨୦୨୧)

ଭୁବନେଶ୍ୱରରେ ମା’ ଦୁର୍ଗାଙ୍କ ମୂର୍ତ୍ତି ପ୍ରସ୍ତୁତିରେ ବ୍ୟସ୍ତ ଶିଳ୍ପୀ   ଷୋଳ ପୁଅ ମା’ ଘଟ ବିସର୍ଜନ ଅବସରରେ କଟକ ଦିୱାନ ବଜାର ତେଲୁଗୁ ସାହିରେ...

ଓଡ଼ିଶା: ଆଜିର ଫଟୋ (ଜୁନ ୩, ୨୦୨୧)

କଳ୍ପନା ଛକରେ ହାଟରୁ ପରିବା ଧରି ଲୋକ ମାନେ ଯାଉଛନ୍ତି ଗୁରୁବାର ଭଉଁରୀ ଅବସର ରେ ରଥ ଚକ ରେ ପନ୍ଦାରି କଣ୍ଟା ଅନୁକୂଳ କରାଯାଇ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୬, ୨୦୨୨)

ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ଅଷ୍ଟମ ଅନ୍ତର୍ଜାତୀୟ ରେଡ଼ିଓ ମେଳା   ଭୁବନେଶ୍ୱର ସୂଚନା ଭବନରେ ଚିନ୍ତା ଓ ଚେତନା ପକ୍ଷରୁ ଆୟୋଜିତ ୪୩ତମ ବୈଶାଖୀ...

ଓଡ଼ିଶା: ଆଜିର ଫଟୋ (ମେ ୧୯, ୨୦୨୧)

ଭୁବନେଶ୍ୱରରେ ଲକଡାଉନ କୋହଳ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରୁଛନ୍ତି ଲୋକମାନେ   ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରେ ଭ୍ୟାକସିନ ଲାଗି ଧାଡି   କଟକ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୨, ୨୦୨୨ )

ଭୁବନେଶ୍ୱରରେ ମୌସୁମୀଜନିତ ଲଗାଣ ବର୍ଷା   ଭୁବନେଶ୍ୱର ଲୋୟର ପିଏମଜିରେ ଓଡ଼ିଶା ପ୍ରଜା ସଂଘର୍ଷ ସମିତି ପକ୍ଷରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା କୀର୍ତ୍ତନ କଳାକାରଙ୍କ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୭, ୨୦୨୧)

ଭୁବନେଶ୍ୱରରେ ଲଘୁଚାପ ଜନିତ ବର୍ଷା ପୁରୀ ମଙ୍ଗଳା ଘାଟ ଅସ୍ଥାୟୀ ପୋଖରୀ ରେ ମା ଙ୍କୁ ବିଦାୟ ଦିଆଯାଇଛି କୁମ୍ଭାରସାହି ଅଞ୍ଚଳରେଗଜଲକ୍ଷ୍ମୀ ମୁର୍ମୟୀ ପ୍ରତିମାଙ୍କୁ ରଙ୍ଗ...

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୧, ୨୦୨୧)

ଭୁବନେଶ୍ୱର ଝାରପଡା ରୋଡ ଅସ୍ଥାୟୀ ପରିବାହାଟ ରୋଡରେ ପ୍ରବଳ ଗାଡିମୋଟର ଜାମ୍   ଶିଶୁଭବନ ସମ୍ମୁଖ ରିଂବନ୍ଧ ରାସ୍ତା ପାର୍ଶ୍ୱରେ ବସିଥିବା ଅସ୍ଥାୟୀ ପରିବା ହାଟରେ...

Advertisement
Archives

Model This Week