କଟକ ରାଣୀହାଟ କେନାଲ ରୋଡ ପାର୍ଶ୍ୱରେ ଜଣେ ମହିଳା ବାଉଁଶ ଜାତ ଗୃହ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି
କସ୍ତୁରବା ନାରିମହଲ ପକ୍ଷରୁ କୁମାର ଉତ୍ସବ ପ୍ରତିଯୋଗିତାରେ ପିଲାମାନେ ଝୋଟି ପକାଉଛନ୍ତି
କଟକ ଯୋବ୍ରା ମହାନଦୀ ତଟରେ ଡଙ୍ଗାରେ ମାଛ ଧରିବା ପାଇଁ ଜଣେ ଧୀବର ପ୍ରସ୍ତୁତ ହେଉଛନ୍ତି
ପାର୍କରେ ଜଣେ ଯୁବକ ପାରା ପଲ୍ଲଙ୍କୁ ଖାଇବାକୁ ଦେଉଛନ୍ତି

