ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୧୮, ୨୦୨୨ )

ଭୁବନେଶ୍ୱର ଉପକଣ୍ଠ ଦୟାନଦୀ ପଠାରେ ଜଣେ ଚାଷୀ ଗେଣ୍ଡୁ ଫୁଲ ତୋଳୁଛନ୍ତି

 

୨ୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ କଟକ ବାରଙ୍ଗ ବ୍ଲକର ଏକ ଭୋଟଗ୍ରହଣ କେନ୍ଦ୍ରର ଦୃଶ୍ୟ

 

ଭୁବନେଶ୍ୱର କ୍ୟାପିଟାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ଓଡିଶା ଓମେନ୍ସ ଫୁଟବଲ ଲିଗରେ ଓଡିଶା ପୋଲିସ ଏବଂ ରାଇଜିଙ୍ଗ ସ୍ଟୁଡେଣ୍ଟ ମଧ୍ୟରେ ମ୍ୟାଚ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୩୦, ୨୦୨୦ )

ଭୁବନେଶ୍ୱର ଗଭର୍ଣ୍ଣର ହାଉସ ଛକରେ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ଦିବସ ଅବସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ   ଭୁବନେଶ୍ୱରରେ ଜାଳ ସଂଗ୍ରହ କରି...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୪, ୨୦୨୧)

ରାଜଧାନୀ ଭୁବନେଶ୍ୱରରେ ବର୍ଷା ସମୟର ଦୃଶ୍ୟ   ଭୁବନେଶ୍ୱରର ୟୁନିଟ୍ ୧ ରେ ଥିବା ଏସବିଆଇ ମୁଖ୍ୟ ଶାଖାକୁ କୋଭିଡ ପାଇଁ ୪୮ ଘଣ୍ଟା ପର୍ଯ୍ୟନ୍ତ...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୨୪ , ୨୦୨୧)

ଜନ୍ମାଷ୍ଟମୀ ଲାଗି କଟକ ବଜ୍ରକବାଟି କେନାଲ ରୋଡ଼ରେ ବିକ୍ରୟ ପାଇଁ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସଜାଡି ରଖୁଛନ୍ତି ବ୍ୟବସାୟୀ

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୩୦, ୨୦୨୧)

ଭୁବନେଶ୍ୱରରେ ପୂର୍ବତଟ ରେଳବାଇ ଦ୍ୱାରା ଆୟୋଜିତ ୱାଲକଥନ୍ ମା ଗଡଚଣ୍ଡି ଙ୍କ ସୁନାବେଶ ମା ଝାଞ୍ଜିରୀମଙ୍ଗଳା ଙ୍କ ଷୋଡ଼ଶୀ ବେଶ ମା ବାସନ୍ତୀଦୁର୍ଗା ଙ୍କ ଉଗ୍ରତାରା...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧, ୨୦୨୧)

ଭୁବନେଶ୍ୱରର ରମାଦେବୀ ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷର ଛାତ୍ରୀମାନେ ଶ୍ରେଣୀ ଗୃହରେ ପାଠ ପଢୁଥିବାର ଦୃଶ୍ୟ କାର୍ତ୍ତିକ ମାସ ଦ୍ଵିତୀୟ ସୋମବାର ରେ ବିଭିନ୍ନ ଶୈବ...

ଓଡ଼ିଶା: ଆଜିର ଫଟୋ (ମେ ୨୧, ୨୦୨୨)

ସନ୍ତ୍ରାସବାଦ ନିରୋଧ ଦିବସ: କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଛାତ୍ର ସଂସଦ ଡ୍ରାମାଟିକ ସୋସାଇଟି ପକ୍ଷରୁ ପୁରୁଣା ଆଉଟଡୋର ସମ୍ମୁଖରେ ପଥପ୍ରାନ୍ତ ନାଟକ...

ଓଡ଼ିଶା: ଆଜିର ଫଟୋ ( ମେ ୧୪, ୨୦୨୧)

ଭୁବନେଶ୍ୱର ବିନ୍ଦୁସାଗରରେ ଡଙ୍ଗାକୁ ମହାପ୍ରଭୁ ଲିଙ୍ଗରାଜଙ୍କ ଚାପ ଖେଳ ପାଇଁ ପ୍ରସ୍ତୁତ କରାଯାଉଛି   ଆଗକୁ ଶଟଡାଉନ ହେବାକୁଥିବାରୁ ଭୁବନେଶ୍ୱର ୟୁନିଟ-୧ ହାଟ ଓ ୟୁନିଟ-୪...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୫, ୨୦୨୧)

ଭୁବନେଶ୍ୱରରେ ସପ୍ତାହନ୍ତ ବନ୍ଦ ର ଦୃଶ୍ୟ ଭୁବନେଶ୍ୱରରେ ପ୍ରବଳ ଉତ୍ତାପ ଫଳରେ ପିଲାମାନେ ବିନ୍ଦୁ ସାଗରରେ ପହଁରୁଛନ୍ତି ମହିଳାମାନେ ଭୁବନେଶ୍ୱରର ବିନ୍ଦୁ ସାଗରରେ ମାଛ ଧରୁଛନ୍ତି...

Advertisement
Archives

Model This Week