ଓଡ଼ିଶା: ଆଜିର ଫଟୋ ( ୧୭ ମାର୍ଚ୍ଚ , ୨୦୨୫ )

୩୧ତମ ଗୁରୁ ପଙ୍କଜ ଉତ୍ସବ ଏବଂ ମାହାରୀ ଆୱାର୍ଡ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ରମଣ୍ଡପରେ ଆୟୋଜିତ

 

ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ଆୟୋଜିତ ଲାବଣ୍ୟ ନାଟ୍ୟ ମହୋତ୍ସବରେ ପ୍ରଦର୍ଶିତ ନାଟକ ‘ଶଗଡ଼ିଆ’ର ଦୃଶ୍ୟ

 

 

 

ଭୁବନେଶ୍ୱର ସ୍ଥିତ Regional Museum of Natural History ପରିସରରେ Climate Change Mitigation and Adaptation from Tribal Communities ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

ପୋଲିସ ଡ୍ରାଇଭରଙ୍କୁ ନ୍ୟାୟ ଦାବିରେ ଭୁବନେଶ୍ୱରସ୍ଥିତ ପିଏମଜିରେ ଧାରଣା

 

ସାହିତ୍ୟିକ ପଦ୍ମଶ୍ରୀ ରମାକାନ୍ତ ରଥଙ୍କୁ ପୁରୀ ସ୍ଵର୍ଗଦ୍ଵାର ପରିସରରେ ଗାର୍ଡ ଅଫ ଅନର ଦିଆଯିବା ସହ ଶବ ଦାହ କରାଯାଉଛି

 

ଶ୍ରୀମନ୍ଦିର ବାନାରେ ଗଣ୍ଠି ପଡ଼ିଯାଇଛି

 

ହେମା ମାଳିନୀଙ୍କୁ ଅଣହିନ୍ଦୁ ବୋଲି ଦାବିକରି ଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ପ୍ରବେଶ ପ୍ରତିବାଦରେ ସିଂହଦ୍ୱାର ଥାନା ସମ୍ମୁଖରେ ବିକ୍ଷୋଭ ସହ ପ୍ରଶାସନ ବିରୁଦ୍ଧରେ ଏତଲା ଦିଆଯାଉଛି

 

ଆଉଟସୋର୍ସିଙ୍ଗ ପ୍ରଥା ଉଚ୍ଛେଦ ଦାବିରେ ପୁରୀ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ କଳା ବ୍ୟାଚ ପିନ୍ଧି ଧାରଣା ଦେଇଛନ୍ତି ମେଡିକାଲ କର୍ମଚାରୀ

 

ହୋଲି ପରେ ମାରୱାଡି ମହିଳାଙ୍କ ଦ୍ୱାରା ହେବାକୁଥିବା ପାରମ୍ପରିକ ଗାଁ ଗୌର ପୂଜା ପାଇଁ କଟକ ନୟାସଡ଼କ ଅଞ୍ଚଳରେ ବିକ୍ରୟ ପାଇଁ ମୂର୍ତ୍ତି ଗୁଡିକୁ ସଜାଇ ରଖୁଛନ୍ତି ବ୍ୟବସାୟୀ

 

କଟକ ବାରବାଟୀ ଷ୍ଟାଡିଅମ ରାସ୍ତା ପାର୍ଶ୍ୱରେ ଟେରାକୋଟାରେ ନିର୍ମିତ ପାଣି ମାଠିଆ ଗୁଡିକୁ ବିକ୍ରୟ ପାଇଁ ରଖୁଛନ୍ତି ବ୍ୟବସାୟୀ

 

କଟକ ଯୋବ୍ରା ଆନିକଟ ମହାନଦୀ ତଟ ପାର୍ଶ୍ୱରେ ପଡ଼ିଥିବା କୁଢ଼ କୁଢ଼ ଅଳିଆ ଆବର୍ଜନା

 

ବିଭିନ୍ନ ଦାବି ନେଇ ଆଶାକର୍ମୀ ସଂଘ ପକ୍ଷରୁ କଟକ ଜିଲ୍ଲାପାଳ ଅଫିସ ନିକଟରେ ବିକ୍ଷୋଭ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?