ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ କଣ୍ଢେଇ ପ୍ରଦର୍ଶନୀକୁ ସ୍କୁଲ ପିଲାମାନେ ବୁଲି ଦେଖୁଛନ୍ତି
ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ
ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ବିଶ୍ୱକର୍ମା ମନ୍ଦିର ବିଶ୍ୱକର୍ମା ପୂଜା ଅନୁଷ୍ଠିତ
ପୁରୀ ବେଳାଭୂମିରେ ସୂର୍ଯ୍ୟକିରଣ ଏୟାର ଶୋ’ ପ୍ରଦର୍ଶନ
କଟକ ଓଡ଼ିଶା ଜୁଡ଼ିସିଆଲ ଆକାଡେ଼ମୀର ଅଡିଟୋରିଅମରେ ‘କାଗଜବିହୀନ କୋର୍ଟ’ ବ୍ୟବସ୍ଥାକୁ ଉଦଘାଟନ କରୁଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ଏବଂ ଅନ୍ୟ ମଞ୍ଚାସୀନ ଅତିଥି ଗଣ
କଟକ ସହରରେ ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ