ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୬, ୨୦୨୨)

ଭୁବନେଶ୍ୱର କୁଆଖାଇ ନଦୀ କୂଳରେ ଇଷ୍ଟର୍ଣ୍ଣ ଏୟାର କମାଣ୍ଡ, ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବ୍ୟାଟିକ୍ ପ୍ରଦର୍ଶନ

 

ଭୁବନେଶ୍ୱର ସହୀଦନଗରରୁ ଭିଏସଏସ ନଗର ଯିବା ବେଳେ ଥିବା ଭୂତଳ ରୋଡରେ ପାଣି ଜମିଥିବା ଯୋଗୁଁ ଲୋକେ ହନ୍ତସନ୍ତ

 

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ନିକଟରେ ବିଏମସି ପକ୍ଷରୁ ଉଚ୍ଛେଦ

 

ଭୁବନେଶ୍ୱର ୟୁନିଟ-୧ ହାଟରେ ଲୋକମାନେ ବିଶ୍ୱକର୍ମାଙ୍କ ମୂର୍ତ୍ତି କିଣୁଛନ୍ତି

 

ସୂର୍ଯ୍ୟକିରଣ ଏୟାରଶୋ ସମାପ୍ତ ହେବା ପରେ ରାଜଧାନୀରେ ବିପୁଳ ଜନସମାଗମ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୨ ଅଗଷ୍ଟ, ୨୦୨୬)

ବୁଧବାର ରବୀନ୍ଦ୍ର ମଣ୍ଡପରେ ହୃଦୟ ସଂଗଠନ ପକ୍ଷରୁ ସେକ୍ସପିୟରଙ୍କ ନାଟକ ପରିବେଷଣ   📲 Follow Dharitri – Odisha’s No.1 Odia Daily 📰✨

ଓଡ଼ିଶା: ଆଜିର ଫଟୋ ( ୧୧ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅଗଷ୍ଟ ୧୫ ପାଇଁ ପରେଡ୍‌ ରିହର୍ସାଲ୍‌       କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri