ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୧୬, ୨୦୨୨ )

ଭୁବନେଶ୍ୱର ଜନତା ମଇଦାନରେ ସପ୍ତମ ଭୁବନେଶ୍ୱର ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ

 

ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ଓଡିଶା ସରକାର ରଦ୍ଦ କରିଥିବାରୁ ରାଜ୍ୟ ସରକାରୀ କର୍ମଚାରୀମାନେ ଭୁବନେଶ୍ୱରରେ ଉତ୍ସବ ପାଳନ କରୁଛନ୍ତି

 

ଭୁବନେଶ୍ୱର ବୁଦ୍ଧମନ୍ଦିରରେ ହେଲ୍ପମେଟ୍ ପକ୍ଷରୁ ଆୟୋଜିତ ଏକ ଚିତ୍ରାଙ୍କନ ପ୍ରତିଯୋଗିତାରେ ସ୍କୁଲ ପିଲାମାନେ ଅଂଶଗ୍ରହଣ କରିଛନ୍ତି

 

ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ମନ୍ତ୍ରୀ ସମୀର ରଂଜନ ଦାଶ ବାଲ୍ୟ ବିବାହ ବିରୋଧରେ ଏକ ସଚେତନତା ସମାବେଶରେ ପତାକା ଉତ୍ତୋଳନ କରୁଛନ୍ତି

 

ଭୁବନେଶ୍ୱର ଜିକେସିଏମରେ ରବିବାର ଦିନ ଭାରତୀୟ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ମହୋତ୍ସବର ଉଦଯାପନୀ ଦିନ

 

କଟକ ଜିଲ୍ଲା ପ୍ରଶାସନ ପକ୍ଷ୍ୟରୁ ବାଲିଯାତ୍ରା ତଳ ପଡିଆରେ ସ୍ୱଚ୍ଛତା ଓ ସବୁଜ ବଳୟ ସୃଷ୍ଟି ସଚେତନତା କାର୍ଯ୍ୟକ୍ରମ ଓ ମହାନଦୀ ତଟରେ ଆଳତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri