
ଭୁବନେଶ୍ୱରରେ ମାଷ୍ଟର କ୍ୟାଣ୍ଟିନ ଛକରୁ ରମାଦେବୀ କଲେଜ ପର୍ଯ୍ୟନ୍ତ ସିନ୍ଦୁର ଯାତ୍ରା ଅନୁଷ୍ଠିତ
ଗୁରୁ ବନମାଳୀ ମହାରଣାଙ୍କ ୮୪ତମ ସ୍ଵନକ୍ଷତ୍ର ମହୋତ୍ସବ ମର୍ଦ୍ଦଳ ଏକାଡେ଼ମୀ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଆୟୋଜିତ



ଓଏମସିର ୭୦ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ଓୟୁଏଟି ପରିସରରେ ପାଳନ ଅବସରରେ ଯୋଗଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ରଥଯାତ୍ରା ସମନ୍ୱୟ ବୈଠକ ପୂର୍ବରୁ ପୁରୀ ହସ୍ପିଟାଲ ପରିସରରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି ସ୍ୱାସ୍ଥ୍ୟ ସଚିବ ଏସ. ଅଶ୍ଵସ୍ଥି


କଟକ ମିଶନ ରୋଡ଼ ସ୍ଥିତ ଭଞ୍ଜ ମଣ୍ଡପରେ ୮୨ତମ ଭଞ୍ଜ ଜୟନ୍ତୀ ସପ୍ତାହ ଉଦଘାଟନୀ ସନ୍ଧ୍ୟାରେ ବିଚ୍ଛନ୍ଦ ଚରଣ ଗ୍ରନ୍ଥାବଳୀ ଉନ୍ମୋଚନ

