ଭୁବନେଶ୍ୱର ସହୀଦ ନଗର ଓଭର ବ୍ରିଜରୁ କଳା ବାଦଲର ଦୃଶ୍ୟ, ଶିରିପୁରରେ କାଳବୈଶାଖୀ ବର୍ଷା
ଶୁଭାରମ୍ଭ ପୂର୍ବରୁ ପୁରୀ ରେଳ ଷ୍ଟେସନ ଠାରେ ବନ୍ଦେ ଭାରତ ଟ୍ରେନର ଶେଷ ଟ୍ରାଏଲ୍ କରାଯାଉଛି
ଲାଞ୍ଜିପଲ୍ଲି ମା ତାରା ଦେବୀ ଯାତ୍ରାରେ ନବମ ଦିନରେ ମା’ ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ସହ ମା’ ଙ୍କ ଘଟ ପରିକ୍ରମା


କଟକ ଶିଶୁ ଭବନ ରିଂ ରୋଡର ଉଭୟ ପାର୍ଶ୍ୱରେ ଗାଡି ଗୁଡିକ ରାସ୍ତା ଅବରୋଧ କରି ରଖାଯାଉଥିବା ଯୋଗୁଁ ଉପୁଜୁଥିବା ଟ୍ରାଫିକ ସମସ୍ୟା

