ଓଡ଼ିଶା: ଆଜିର ଫଟୋ (୧୬ ଏପ୍ରିଲ, ୨୦୨୫ )

ବ୍ରହ୍ମପୁରରେ ମା’ ବୁଢୀ ଠାକୁରାଣୀ ଯାତ୍ରାର ଚଉଦ ଦିନରେ

ମଙ୍ଗଳବାର ଅପରାହ୍ନରେ ହୋଇଥିବା ବର୍ଷାରେ କଟକ ଶଙ୍କରପୁରସ୍ଥିତ ନାକେଇପଡ଼ିଆ ଅଞ୍ଚଳରେ ଥିବା ଘରଗୁଡିକ ଜଳବନ୍ଦୀ ହୋଇ ରହିଛି

କଟକ ଜଗତପୁର ନିମପୁର ସ୍ପୋର୍ଟ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ Mulberry CPL Twin City T20 Cricket Tournamentର ଉଦଘାଟନୀ ସମାରୋହ

 

 

ସିପିଆଇ ପକ୍ଷରୁ ଭୁବନେଶ୍ୱର ସୈନିକ ସ୍କୁଲ ଡମ୍ପିଂ ୟାର୍ଡ ନିକଟରେ ବିକ୍ଷୋଭ

ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନାଁରେ ଇଡି ଦ୍ୱାରା ମିଥ୍ୟା ଚାର୍ଜସିଟ ଦାଖଲ ହୋଇଥିବା ଅଭିଯାଗ କରି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱରସ୍ଥିତ ଇଡି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ସପରିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଛନ୍ତି

ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳ ପକ୍ଷରୁ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୧ ମେ, ୨୦୨୫ )

  କଟକ ତୁଳସୀପୁର SSVMରେ ଛାତ୍ରୀଛାତ୍ରମାନେ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ଫଳାଫଳ ପ୍ରକାଶ ପରେ ଖୁସି ମନାଉଛନ୍ତି। ପ୍ରିନ୍ସିପାଲ ଡକ୍ଟର ହୃଷିକେଶ ଆଚାର୍ଯ୍ୟ ଛାତ୍ରୀଛାତ୍ରମାନଙ୍କୁ ମିଠା...

ଓଡ଼ିଶା: ଆଜିର ଫଟୋ ( ୨୦ ମେ, ୨୦୨୫ )

ଭୁବନେଶ୍ୱର ବିନ୍ଦୁ ସାଗରରେ ପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଚାପ     ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆୟୋଜିତ ଓଡିଶୀ ନୃତ୍ୟ

ଓଡ଼ିଶା: ଆଜିର ଫଟୋ ( ୧୮ ମେ, ୨୦୨୫ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରୁଛନ୍ତି     କଟକର କାଠଯୋଡି ନଦୀରେ ଗାଧୋଇବା ସମୟରେ ଦୁଇ ଇଞ୍ଜିନିୟର ବୁଡ଼ି ଯିବା...

ଓଡ଼ିଶା: ଆଜିର ଫଟୋ ( ୧୭ ମେ, ୨୦୨୫ )

ରାଜଧାନୀରେ ପ୍ରବଳ ଖରା       ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନୃତ୍ୟାୟନର ୩୩ତମ ବାର୍ଷିକ ଉତ୍ସବ

ଓଡ଼ିଶା: ଆଜିର ଫଟୋ ( ୧୬ ମେ, ୨୦୨୫ )

ଭୁବନେଶ୍ୱରରେ ମାଷ୍ଟର କ୍ୟାଣ୍ଟିନ ଛକରୁ ରମାଦେବୀ କଲେଜ ପର୍ଯ୍ୟନ୍ତ ସିନ୍ଦୁର ଯାତ୍ରା ଅନୁଷ୍ଠିତ ଗୁରୁ ବନମାଳୀ ମହାରଣାଙ୍କ ୮୪ତମ ସ୍ଵନକ୍ଷତ୍ର ମହୋତ୍ସବ ମର୍ଦ୍ଦଳ ଏକାଡେ଼ମୀ ଓ...

ଓଡ଼ିଶା: ଆଜିର ଫଟୋ ( ୧୫ ମେ , ୨୦୨୫ )

ଅପେରସନ ସିନ୍ଦୂରର ସଫଳତା ପରେ କଟକ ଜ଼ିଲା ପ୍ରଶାସନ ପକ୍ଷ୍ୟରୁ ଦରଘାବଜ଼ାର ନେତାଜୀ ସ୍ମାରକୀ ପରିସର ରୁ ବାହାରିଥିବା ପରାକ୍ରମା ଶୋଭାଯାତ୍ରା

ଓଡ଼ିଶା: ଆଜିର ଫଟୋ ( ୧୪ ମେ, ୨୦୨୫ )

ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ୫୭ତମ ବାଣୀଚିତ୍ର ସିନେ ପୁରସ୍କାର ସମାରୋହ     କଟକ ଯୋବ୍ରା ଆନିକଟ ରାସ୍ତା ପାର୍ଶ୍ୱରେ ଜଣେ ଫଳ ବ୍ୟବସାୟୀ ଫଳ...

ଓଡ଼ିଶା: ଆଜିର ଫଟୋ ( ୧୩ ମେ, ୨୦୨୫ )

ପ୍ରକାଶ ପାଇଲା ସିବିଏସଇ ପରୀକ୍ଷା ଫଳ       ପୁରୀ ରଥ ଖଳାରେ ରଥ ନିର୍ମାଣ କାମ ଚାଲିଛି       ଭୁବନେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri