ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)
କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…
ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)
‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…
କଟକ ବିଡାନାସୀ କୁମ୍ଭାର ସାହି ଅଞ୍ଚଳରେ ଦୀପାବଳି ପାଇଁ ମାଟି ଦ୍ବୀପ ପ୍ରସ୍ତୁତ କରୁଛନ୍ତି କାରିଗର
କଟକ ବିଡାନାସୀ କୁମ୍ଭାର ସାହି ଅଞ୍ଚଳରେ ଦୀପାବଳି ପାଇଁ ପ୍ରସ୍ତୁତ ହୋଇଥିବା ମାଟି ଦ୍ବୀପ,କଳସ ଓ ସରା ଗୁଡିକୁ ସଜେଇ ରଖୁଛନ୍ତି ମହିଳା
କଟକ ବାଦାମବାଡ଼ି ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖ ରାସ୍ତା ଉପରେ ରଖାଯାଇଥିବା ଯାନବାହାନ ଗୁଡ଼ିକ
ଭୁବନେଶ୍ୱରରେ ଓଡ଼ିଶା ଦୃଷ୍ଟିହୀନ ମହାସଂଘ ପକ୍ଷରୁ ରାଲି
ଭୁବନେଶ୍ୱର ରିଜିଓନାଲ ସେଣ୍ଟର ଅଫ ଇଣ୍ଡିଆନ ଇନଷ୍ଟିଚୁଟ ଅଫ କେମିକାଲ ଇଞ୍ଜିନିଅର୍ସ ଏବଂ ଇଣ୍ଡଷ୍ଟ୍ରିଆଲ ପ୍ରମୋଶନ ଆଣ୍ଡ ଇନଭେଷ୍ଟମେଣ୍ଟ କର୍ପୋରେସନ ମିଳିତ ଅନୁକୁଲ୍ୟରେ ଆୟୋଜିତ ସେମିନାର
