ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୧୫, ୨୦୨୨)

କଟକ ବାଲିଯାତ୍ରା ତଳ ପଡିଆ ଅକ୍ଷୟ ମହାନ୍ତି ମଞ୍ଚରେ ଅନୁଷ୍ଠିତ ପଥ ଉତ୍ସବରେ, ସ୍ପେନରୁ ଆସିଥିବା ଦମ୍ପତ୍ତି ବସୁନ୍ଧରାରୁ ପୋଷ୍ୟ ସନ୍ତାନ ଗ୍ରହଣ କରୁଛନ୍ତି, ସ୍ପେନର ଦମ୍ପତ୍ତିଙ୍କୁ ଜିଲାପାଳ ଡ଼ ଭବାନୀ ଶଙ୍କର ଚୟନି ସମ୍ବର୍ଦ୍ଧିତ କରୁଛନ୍ତି

 

 

କଟକ ବାଲିଯାତ୍ରା ତଳ ପଡିଆ ଅକ୍ଷୟ ମହାନ୍ତି ମଞ୍ଚରେ ଅନୁଷ୍ଠିତ ପଥ ଉତ୍ସବରେ, ରେକର୍ଡ ଡ୍ୟାନ୍ସ ଓ ସଂଗୀତ ମାଧ୍ୟମରେ ବଡି ଫିଟନେସ୍ କାର୍ଯ୍ୟକ୍ରମ

 

ଭୁବନେଶ୍ୱର ପିଏମଜିରେ ଆଶାୟୀ ୪୦୦୦ ଛଟେଇ କମ୍ପୁଟର ଶିକ୍ଷକଙ୍କ ପୁନଃହ ନିଯୁକ୍ତି ଦାବିରେ ଆଇସିଟି ବିଦ୍ୟାଳୟ ସଂଯୋଜକ ସଂଘ ଓଡିଶା ପକ୍ଷରୁ ଧାରଣା

 

ବାରବାଟୀ ଷ୍ଟାଡିଅମରେ ସିଏମସି ପକ୍ଷ୍ୟରୁ ଅନୁଷ୍ଠିତ, ୨୨୦୦ ଛାତ୍ରୀଛାତ୍ରଙ୍କୁ ନେଇ ୧୦,୦୦୦ କାଗଜ ଡଙ୍ଗା ୧୦ ମିନିଟରେ ପ୍ରସ୍ତୁତ କରି Guinness World Records କଲେ

 

ଭୁବନେଶ୍ୱର ରୁପାଲୀ ଛକରୁ ସହୀଦ ନଗର ସାହାରା ଅଫିସ ଅଭିମୁଖେ, ସାହାରା ଇଣ୍ଡିଆ ଜମା ଟଙ୍କା ଫେରସ୍ତ ଦାବିରେ ୟୁନାଇଟେଡ୍ ଅଲ୍ ଇଣ୍ଡିଆ ଜନ ଆନ୍ଦୋଳନ ସଂଘର୍ଷ ନ୍ୟାୟ ମୋର୍ଚ୍ଚା ପକ୍ଷରୁ ବାହାରିଥିବା ଶୋଭାଯାତ୍ରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୨ ଅଗଷ୍ଟ, ୨୦୨୬)

ବୁଧବାର ରବୀନ୍ଦ୍ର ମଣ୍ଡପରେ ହୃଦୟ ସଂଗଠନ ପକ୍ଷରୁ ସେକ୍ସପିୟରଙ୍କ ନାଟକ ପରିବେଷଣ   📲 Follow Dharitri – Odisha’s No.1 Odia Daily 📰✨

ଓଡ଼ିଶା: ଆଜିର ଫଟୋ ( ୧୧ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅଗଷ୍ଟ ୧୫ ପାଇଁ ପରେଡ୍‌ ରିହର୍ସାଲ୍‌       କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri