ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୧୫, ୨୦୨୩ )

ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ବରମୁଣ୍ଡା ବସ୍ ଷ୍ଟାଣ୍ଡ ସୁନସାନ୍ ଲାଗୁଛି

 

 

ରାଜ୍ୟରେ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ: ଭୁବନେଶ୍ୱର ତମାଣ୍ଡୋ ନିକଟରେ ପ୍ରଦର୍ଶନ

 

ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ: କଟକ ଗୋପାଳପୁର ଛକ ନିକଟରେ ପ୍ରଦର୍ଶନ

 

 

ଭୁବନେଶ୍ୱର ପିଏମଜିରେ ଆଶା କର୍ମୀ ୟୁନିୟନ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ବିଭିର୍ନ ଦାବି ନେଇ ଧାରଣା

 

ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ବାଦାମବାଡ଼ି ମୁଖ୍ୟ ରାସ୍ତା ସୁନସାନ୍

 

ବାଦାମବାଡ଼ି ଛକ ଠାରେ ମୋ ବସରେ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଯାତ୍ରୀଙ୍କ ଭିଡ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୯, ୨୦୨୧)

କଟକ ବିଡାନାସୀ ଚହଟା ଘାଟଠାରେ କାର୍ତ୍ତିକପୂର୍ଣ୍ଣିମା ଉପଲକ୍ଷେ ଡଙ୍ଗା ଭସାଇବା ଲାଗି ଭିଡ   କଟକ ଗଡଗଡ଼େଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁ ଦୀପ ଲଗାଉଛନ୍ତି   କାର୍ତ୍ତିକପୂର୍ଣ୍ଣିମା...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୪, ୨୦୨୦)

ମୌସୁମୀ ଜନିତ ଲଗାଣ ବର୍ଷାରେ ଭିଜିଲା ଶ୍ରୀକ୍ଷେତ୍ର କଟକରେ ରଜ ମଉଜ   କଟକରେ ଜଣେ ବ୍ୟକ୍ତି ପାରାଙ୍କୁ ଖାଦ୍ୟ ଦେଉଛନ୍ତି   ଶଟଡାଉନ ଯୋଗୁ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୮, ୨୦୨୦)

ଭୁବନେଶ୍ୱରର ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପ ନିକଟରେ ଦିନ ମଜୁରୀ ଲାଗୁଥିବା ଶ୍ରମିକ ମାନେ କାର୍ଯ୍ୟ ଅପେକ୍ଷ୍ୟାରେ ଏକତ୍ରିତ ହୋଇଛନ୍ତି ରାଜଧାନୀ ଭୁବନେଶ୍ୱରରେ ବର୍ତମାନ କରୋନା ମହାମାରୀ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୭, ୨୦୨୨)

କଟକ ମହାନଗର ନିଗମ  ସଭାଗୃହରେ ସହରର ବର୍ଷାଜଳ ନିଷ୍କାସନ ଓ ପଙ୍କ ଉଦ୍ଧାରକୁ ନେଇ ଅନୁଷ୍ଠିତ ବୈଠକ   କଟକ ଶହୀଦ ଭବନରେ ପୂର୍ବତଟ ରେଳପଥ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୫, ୨୦୨୧)

ଓଡିଶା ମହିଳା ଫୁଟବଲ ଲିଗ ମ୍ୟାଚ ରେ ସ୍ପୋର୍ଟ୍ସ ହଷ୍ଟେଲ ବନାମ ସାଇ ଏସଟିସି କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ଭୁବନେଶ୍ୱର ରେଲୱେ ଷ୍ଟେସନ...

ଓଡ଼ିଶା: ଆଜିର ଫଟୋ ( ମେ ୨୬, ୨୦୨୨)

କଟକ ବାଙ୍କାବଜାର ଅଂଚଳରେ ଜଣେ ଚୁଡ଼ି ବ୍ୟବସାୟୀ ବିକ୍ରୟ ପାଇଁ ଚୁଡ଼ିଗୁଡିକୁ ସଜାଇ ରଖୁଛନ୍ତି   ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ...

ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୫, ୨୦୨୧ )

କଟକ କୁମ୍ଭାରସାହିରେ ଦେବୀ ସରସ୍ବତୀଙ୍କ ପ୍ରତିମା ଗଢୁଛନ୍ତି ଏକ ଶିଳ୍ପୀ ପରିବାର   କଟକ ମଙ୍ଗଳବାଗ ଛକ ଠାରୁ ଜାତୀୟ ସଡକ ସୁରକ୍ଷା ମାସ ପାଳନ...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୭, ୨୦୨୨)

ଯୁବକ ଯୁବତୀ ମାନେ ଭୁବନେଶ୍ୱରର ଏକ ପାର୍କରେ ବନ୍ଧୁତା ଦିବସ ପାଳନ କରୁଛନ୍ତି ଭୁବନେଶ୍ୱରର ଏକାମ୍ର ହାଟରେ ଉତ୍କଳିକା ଦ୍ୱାରା ‘ଗାନ୍ଧୀ ଶିଳ୍ପ ବଜାର’ର ଉଦଘାଟନ...

Advertisement
Archives

Model This Week