
ଶିଶୁ ଦିବସ ଅବସରରେ କଟକ ଯୋବ୍ରା ମେରିଟାଇମ ସଂଗ୍ରହାଳୟ ବୁଲିବାକୁ ଆସିଥିବା ସ୍କୁଲ ପିଲାମାନେ
କଟକ ବାଲିଯାତ୍ରା ପାଇଁ ତଳ ପଡିଆକୁ ଟ୍ରକରେ ଆସିଥିବା ଫାଇବରରେ ନିର୍ମିତ ହାତୀକୁ କ୍ରେନ୍ ସାହାଯ୍ୟରେ ତଳକୁ ଅଣାଯାଉଛି
ଭୁବନେଶ୍ୱର ୟୁନିଟ – ୩ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ଅବସରରେ କୁନି କୁନି ଶିଶୁ ମାନେ ନୃତ୍ୟ ପରିବେଷଣ କରୁଛନ୍ତି
କଟକ ମେହେନ୍ଦି ପୀର ଅଞ୍ଚଳରେ ବିହାରୀ ସମ୍ପ୍ରଦାୟ ମହିଳାଙ୍କ ଦ୍ୱାରା ଅନୁଷ୍ଠିତ ଗିରିଗୋବର୍ଦ୍ଧନ ପୂଜା