ଓଡ଼ିଶା: ଆଜିର ଫଟୋ ( ଏପ୍ରିଲ ୧୩ , ୨୦୨୩ )

ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

 

ଭୁବନେଶ୍ୱରରେ ପ୍ରବଳଖରା

 

 

ରାଜଧାନୀ ପ୍ରତିଷ୍ଠା ଦିବସରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନାଭବନରେ ଆୟୋଜିତ ଫୋଟୋ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି ମନ୍ତ୍ରୀ ପ୍ରଦୀପ କୁମାର ଅମାତ

 

ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗ୍ରାମରେ ଅନୁଷ୍ଠିତ ଧୂଳି ଦଣ୍ଡ

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ପଣା ବଣ୍ଟା ଯାଉଛି

ଅସହ୍ୟ ଖରାରେ ଦିବା ୧୨ଘଟିକାରେ କଟକ ଯୋବ୍ରା ତାଳଦଣ୍ଡା କେନାଲରେ କାର୍ଯ୍ୟରତ ଶ୍ରମିକ

କଟକ ବାରବାଟୀ ଷ୍ଟାଡ଼ିଅମ ପାର୍ଶ୍ୱରେ ଥିବା ଆଖୁରସ ଦୋକାନରେ ଗ୍ରାହକଙ୍କ ଭିଡ଼

କଟକ ମାତା ମଠ ରିଂରୋଡ଼ ପାର୍ଶ୍ୱରେ ବିକ୍ରି ହେଉଛି ତାଳସଜ

କଟକ ଯୋବ୍ରା ଆନିକଟ ଠାରେ ଖୋଲିଥିବା ଜଳ ଛତ୍ର କେନ୍ଦ୍ରରେ ପାଣି ପିଇବାକୁ ଲୋକଙ୍କ ଭିଡ଼

 

 

ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରାର ଦଶମ ଦିନରେ ମାନସିକ ଧାରୀଙ୍କ ବିଭିନ୍ନ ପ୍ରକାର ବେଶ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?