ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୨, ୨୦୨୨)

ଭୁବନେଶ୍ୱର କ୍ୟାପିଟାଲ ଫୁଟବଲ ଆରିନାରେ ଭାରତୀୟ U-17 ମହିଳା ଫୁଟବଲ ଖେଳାଳି ୱାର୍ମଅପ୍ ଅଭ୍ୟାସ କରୁଛନ୍ତି

ଭୁବନେଶ୍ୱର ରାଜଭବନ ଛକ ନିକଟ  ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ବିଜେପି ପକ୍ଷରୁ ଧାରଣା

ଓଡିଶାରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ବିରୋଧରେ AIDSOର ସଦସ୍ୟମାନେ ଭୁବନେଶ୍ୱର ପିଏମଜି ଛକରେ ପ୍ରଦର୍ଶନ କରିଛନ୍ତି

  କଟକ ରେଭେନଶା ୟୁନିଭରସିଟିରେ ସତୀଶ ଧାୱନ ସ୍ପେସ ସେଣ୍ଟର ଓ ରେଭେନଶା ୟୁନିଭରସିଟି ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ବିଶ୍ବ ମହାକାଶ ସପ୍ତାହ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନ ମେଳାରେ ଭାଗ ନେଇଥିବା କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ

କଟକ ରେଭେନଶା ୟୁନିଭରସିଟିରେ ସତୀଶ ଧାୱନ ସ୍ପେସ ସେଣ୍ଟର ଓ ରେଭେନଶା ୟୁନିଭରସିଟି ମିଳିତ ଅନୁକୁଲ୍ୟରେ ଅନୁଷ୍ଠିତ ବିଶ୍ବ ମହାକାଶ ସପ୍ତାହ ପାଳନ ଅବସରରେ ମହାକାଶ ବିଜ୍ଞାନ ସମ୍ପର୍କିତ ପଦର୍ଶନୀ ବୁଲି ଦେଖୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ

କଟକ କ୍ୟାଣ୍ଟନମେଣ୍ଟ ରୋଡ ଠାରେ ନ୍ୟାୟିକ ଭିତ୍ତିଭୂମି ପରିଚାଳନା ସଂସ୍ଥାକୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଉଦଘାଟନ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?