ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୨, ୨୦୨୧)

କଟକ ଅଲିଶାବଜାର ପୂଜାମଣ୍ଡପରେ ମହାସପ୍ତମୀ

 

କଟକ ମାଛୁଆବଜାର ସର୍ପାଦୁର୍ଗା ମନ୍ଦିରରେ ମହାସପ୍ତମୀ ପୂଜା

 

କଟକ ମଙ୍ଗଳାବାଗ ମଣ୍ଡପରେ ମହାସପ୍ତମୀ ପୂଜା

 

କଟକ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ମଣ୍ଡପରେ ମହାସପ୍ତମୀ

 

କଟକ ଫିରିଙ୍ଗ ବଜାର ମଣ୍ଡପରେ ମହାସପ୍ତମୀ ପୂଜା

 

କଟକ ଗଣେଶ ଘାଟ ମଣ୍ଡପରେ ହରପାର୍ବତୀ

କଟକ ଉପର ତେଲେଙ୍ଗାବଜାର ମଣ୍ଡପରେ ମହାସପ୍ତମୀ ପୂଜା

 

କଟକ ଚାନ୍ଦିନୀଚୌକରେ ମହାସପ୍ତମୀ

 

ମା’ ଧାକୁଲେଇଙ୍କ ସିଂହବାହିନୀ ବେଶ

 

ମା’ ବାସନ୍ତୀଦୁର୍ଗାଙ୍କ ମହିଷାମର୍ଦ୍ଦିନୀ ବେଶ

ମା’ ଝାଞ୍ଜିରୀମଙ୍ଗଳାଙ୍କ ମହାକାଳୀ ବେଶ

ମା’ ଗଡ଼ଚଣ୍ଡୀଙ୍କ ମହାସରସ୍ୱତୀ ବେଶ

ମା’ କଟକଚଣ୍ଡୀଙ୍କ ମହାକାଳୀ ବେଶ

 

ଭୁବନେଶ୍ୱର ରସୁଲଗଡ଼ ମଣ୍ଡପରେ ମହାସପ୍ତମୀ ପୂଜା

ଭୁବନେଶ୍ୱର ଭିଏସଏସ ନଗର ମଣ୍ଡପରେ ମହାସପ୍ତମୀ

ଭୁବନେଶ୍ୱର ବରମୁଣ୍ଡା ମଣ୍ଡପରେ ମହାସପ୍ତମୀ

ଭୁବନେଶ୍ୱର ନୂଆପଲ୍ଲୀ ମଣ୍ଡପରେ ମହାସପ୍ତମୀ

ଭୁବନେଶ୍ୱର ୟୁନିଟ-୪ ଭୌମନଗର ମଣ୍ଡପରେ ମହାସପ୍ତମୀ ପୂଜା

 

ଭୁବନେଶ୍ୱର ୟୁନିଟ-୩ ଗିରିଦୁର୍ଗାରେ ମନ୍ଦିରରେ ମହାସପ୍ତମୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୨ ଅଗଷ୍ଟ, ୨୦୨୬)

ବୁଧବାର ରବୀନ୍ଦ୍ର ମଣ୍ଡପରେ ହୃଦୟ ସଂଗଠନ ପକ୍ଷରୁ ସେକ୍ସପିୟରଙ୍କ ନାଟକ ପରିବେଷଣ   📲 Follow Dharitri – Odisha’s No.1 Odia Daily 📰✨

ଓଡ଼ିଶା: ଆଜିର ଫଟୋ ( ୧୧ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅଗଷ୍ଟ ୧୫ ପାଇଁ ପରେଡ୍‌ ରିହର୍ସାଲ୍‌       କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri