
କଟକ ମଧୁପାଟଣା ଛକରେ ପୋଲିସ ତରଫରୁ କଡ଼ାକଡ଼ି ଯାଞ୍ଚ
କଟକ ସୟିଦ ସେମିନାରୀ ରାସ୍ତା ପାର୍ଶ୍ଵ ଆମିଷ ଦୋକାନରେ ଲୋକଙ୍କ ଗହଳି
ପିପିଲି ବାଇପାସ୍ ନିକଟରେ ଜଣେ କୃଷକ ତାଙ୍କ ମୁଣ୍ଡରେ ଧାନ ଭାର ବହନ କରିଛନ୍ତି ଅଙ୍ଗନୱାଡି କର୍ମୀମାନେ କଟକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ...
ରାଜଧାନୀରେ ପ୍ରବଳ ଖରା: ତାତିରୁ ରକ୍ଷାପାଇବା ଲାଗି ବିନ୍ଦୁସାଗରରେ ଗାଧୋଉଛନ୍ତି ଭୁବନେଶ୍ୱର ୟୁନିଟ-୩ଠାରେ କୋଲୋରେକ୍ଟାଲ କ୍ୟାନ୍ସର ନିରାକରଣ ଲାଗି ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର ରବୀନ୍ଦ୍ର...
କୁହୁଡି ଆଚ୍ଛାଦିତ ଭୁବନେଶ୍ୱର ସାରା ରାଜ୍ୟରେ କୋଭିଡ୍ ଟିକାକରଣ ଆରମ୍ଭ ମହାତ୍ମାଗାନ୍ଧୀଙ୍କ ପ୍ରଥମ କଟକ ଆଗମନର ଶତବାର୍ଷିକୀ ପାଳନ ଅବସରରେ ସିଡିଏରେ ସ୍ଥାପନ ହେବାକୁ...
ବିଡିଏ ପକ୍ଷରୁ ଅଶୋକନଗରରେ ବେଆଇନି ଦୋକାନ ଘରକୁ ଉଛେଦ କରାଯାଉଛି ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଜୁ ମହିଳା ଜନତା ଦଳ ଭୁବନେଶ୍ୱର...
କଟକ ସିଡିଏ ଧବଳେଶ୍ୱର ଗଡା ବସ୍ତି ଅଞ୍ଚଳରେ ବନ୍ୟାଜଳ ପଶିବା ଫଳରେ ରିଂ ରୋଡ ପାର୍ଶ୍ୱରେ ଆଶ୍ରୟ ନେଇଥିବା ଲୋକମାନେ କଟକ ଗତିରାଉତ ପାଟଣା...
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପରେ ସ୍ପେନ ଓ ନେଦରଲାଣ୍ଡସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍: ନେଦରଲାଣ୍ଡ ୩-୨ ଗୋଲରେ ବିଜୟୀ...
ଲଘୁଚାପ ଜନିତ ବର୍ଷା ଫଳରେ କଟକ ର ଖାନନଗର ଟ୍ରାଫିକ ସ୍କୋୟାର ରାସ୍ତାରେ ଖାଲ ଥିବାରୁ ପାଣି ଜମି ରହିଛି ଲଘୁଚାପ ଜନିତ ବର୍ଷା ଫଳରେ...
ମହାନଦୀ ରେ ପ୍ରବାହିତ ବନ୍ୟା ଜଳ କଟକ ତୁଳସୀପୁର ଟିଭିଲେନ ରୁ ଦେଉଳ ସାହି ଯିବା ମୁଖ୍ୟରାସ୍ତା ଭୁଶୁଡି ପଡି ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି...