ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୨, ୨୦୨୩ )

ପିଲାମାନେ କଟକ ରାଣୀହାଟ ନିକଟ ତାଳଦଣ୍ଡା କେନାଲର ଚଟାଣରେ ଖେଳୁଛନ୍ତି

 

 

ହକି ବିଶ୍ୱକପ ଉଦଘାଟନୀ ଅବସରରେ ସିଏମସି ପକ୍ଷରୁ ରିଂ ରୋଡର ସୌନ୍ଦର୍ଯ୍ୟକରଣ କରାଯାଇଥିଲା, ଫୂଟପାଥ ପ୍ରାଚୀର ନିକଟରେ ପକା ଯାଉଥିବା କୁଢ଼ କୁଢ଼ ଅଳିଆ ଆବର୍ଜନା

 

 

 

ଭୁବନେଶ୍ୱରର ପିଏମଜିରେ ସମସ୍ତ ଓଡିଶା ଭେଟେରାନ୍ ସୈନିକ ସଂଘ ପକ୍ଷରୁ ୪ ଦଫା ଦାବି ନେଇ ଧାରଣା ପ୍ରଦର୍ଶନ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୯, ୨୦୨୧)

ରାଜଧାନୀରେ ପ୍ରବଳ ଖରା ରାଜଭବନ ଛକରେ ଟ୍ରାଫିକ ର ଡ଼ଵଲ ହେଲମେଟ ଚେକିଙ୍ଗ ଲିଙ୍ଗରାଜ ମନ୍ଦିର ର କିଛି ସେବାୟତଙ୍କ କରୋନା ପଯେଟିଭ ହେବାପରେ ମନ୍ଦିର...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧, ୨୦୨୨)

ପିପିଲି ବାଏପାସ କଡରେ କାଶତଣ୍ଡୀ ଫୁଲ ର ଦୃଶ୍ୟ ରାଜଧାନୀରେ ପ୍ରବଳ ଖରାରେ ଜଣେ ବ୍ୟକ୍ତି ମୁଣ୍ଡରେ ହେଲମେଟ ପିଣ୍ଡି ରାସ୍ତାରେ ସାଇକେଲ ଚଳାଇ ଯାଉଛନ୍ତି...

ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୨୨, ୨୦୨୨)

ଭୁବନେଶ୍ୱରରେ ରାସ୍ତା ପାର୍ଶ୍ଵ ପ୍ରାଚୀର ସୌନ୍ଦର୍ଯ୍ୟକରଣ ଲାଗି ଚିତ୍ର ଆଙ୍କୁଛନ୍ତି ଚିତ୍ରକର   ଭୁବନେଶ୍ୱରରେ ଗଣତନ୍ତ୍ର ଦିବସ ପ୍ୟାରେଡ଼ ଲାଗି ଅଭ୍ୟାସ   ଭୁବନେଶ୍ୱର ରବିନ୍ଦ୍ର...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୬, ୨୦୨୧)

ଭୁବନେଶ୍ୱରରେ ଭାରତ ବନ୍ଦ ସମୟର ଦୃଶ୍ୟ   ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ପଥର ଘୋଡା ଉପରେ ଜଣେ ଯୁବକ ବସିଥିବା ସମୟରେ ପୋଲିସ ତାଙ୍କୁ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୦, ୨୦୨୨)

ଦୁଇ ବର୍ଷ ପରେ ରାମନବମୀ କୋଭିଡ ପ୍ରତିବନ୍ଧକ ଛାଡ କରିବା ପରେ ଭକ୍ତମାନେ ଦର୍ଶନ କରିବାପାଇଁ ଧାଡି ବାନ୍ଧି ଛିଡା ହୋଇଛନ୍ତି ପ୍ରଭୁ ହନୁମାନ ପରି...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୩, ୨୦୨୨)

ଭୁବନେଶ୍ୱରର କ୍ୟାପିଟାଲ୍ ହାଇସ୍କୁଲରେ ଅନୁଷ୍ଠିତ ଦଶମ ଶ୍ରେଣୀ ଛାତ୍ରମାନଙ୍କର ସମେଟିଭ ମୂଲ୍ୟାଙ୍କନ -୧ ପରୀକ୍ଷା ପ୍ୟାରୀ ମୋହନ ଏକାଡେମୀରେ ଅନୁଷ୍ଠିତ ଦଶମ ଶ୍ରେଣୀ ଛାତ୍ରୀଛାତ୍ରମାନଙ୍କର ସମେଟିଭ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୮, ୨୦୨୩ )

ଭୁବନେଶ୍ୱର ଜଗନ୍ନାଥ ନଗରରେ ପିଲାମାନେ ହୋଲିରେ ରଙ୍ଗ ଖେଳୁଛନ୍ତି     ହୋଲି ଅବସରରେ କଟକ ଅଲିଶା ବଜାର ଅଂଚଳରେ ପରସ୍ପରକୁ ରଙ୍ଗ ଲଗାଇ ଦେଉଥିବା...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୧, ୨୦୨୦)

ସାମାଜିକ ଦୂରତା ନିୟମ ଉଲ୍ଲଂଘନ ପାଇଁ ବାପୁଜୀନଗର ଏବଂ ଅଶୋକନଗର ଅଞ୍ଚଳରେ ପୋଲିସ୍ କର୍ମଚାରୀଙ୍କ ରେଡ୍   ମା ଝାଞ୍ଜିରୀମଙ୍ଗଳାଙ୍କ ଷୋଡ଼ଶୀ ବେଶ   ଜଣେ...

Advertisement
Archives

Model This Week