ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୨, ୨୦୨୧)

 ଭୁବନେଶ୍ୱରରେ ଶଟଡାଉନ

 

ଭୁବନେଶ୍ୱର ରାଜମହଲ ଛକରେ ଶଟଡାଉନ ଲାଗି ଯାଞ୍ଚ କରୁଛନ୍ତି ପୋଲିସ

 

ଭୁବନେଶ୍ୱରେ ପ୍ରବଳ ବର୍ଷା

 

 

ପୁରୀ ରଥଖଳାରେ ତିନି ରଥର ସମସ୍ତ ୪୨ଟି ଚକ ନିର୍ମାଣ ପରେ ଭୋଇ ସେବକଙ୍କ ଦ୍ୱାରା ଚକରେ ଆର ସଂଯୋଗ କରାଯାଉଛି

 

 

କଟକ ମଙ୍ଗଳାବାଗ ରିଂ ରୋଡ଼ ପାର୍ଶ୍ୱରେ ଜାଲ ବୁଣୁଛନ୍ତି ବ୍ୟକ୍ତି

 

 

  କଟକ ଜୋବ୍ରା ଆନିକଟ ମହାନଦୀ ଜଳରାଶି ମଧ୍ୟରେ ଥିବା ପଥର ଖଣ୍ଡରେ ବସିଛନ୍ତି ବଗ

 

କଟକ ଜୋବ୍ରା ଆନିକଟ ପୋଲ ଖୁଣ୍ଟରେ ବସିଛି ପକ୍ଷୀ

 

କଟକ ମହାନଦୀ ଜଳରାଶିରେ ପାଣିକୁଆ

 

କଟକରେ ଶଟଡାଉନ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୭, ୨୦୨୦)

ରାଜଧାନୀ ପ୍ରଦର୍ଶନୀ ପଡ଼ିଆରେ “ମୃତ୍ତିକା ୨୦୨୦” ଟେରାକୋଟା ପ୍ରଦର୍ଶନୀ କଟକ ରିଙ୍ଗବନ୍ଧ ରାସ୍ତାରେ ବିକ୍ରି ପାଇଁ ରଖାଯାଇଛି କଣ୍ଢେଇ କଟକରେ ଶ୍ୟାମା କାଳୀ ମୂର୍ତ୍ତି ଗଢୁଛନ୍ତି...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୧, ୨୦୨୦)

ଭୁବନେଶ୍ୱର ୟୁନିଟ-୯ ଏକାମ୍ର ସତ୍ୟସେବା ଆଶ୍ରମ ବୈକୁଣ୍ଠ ସରଣୀରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ଭୁବନେଶ୍ୱର ରାମ ମନ୍ଦିର ବାହାରେ ଶ୍ରଦ୍ଧାଳୁ   ଭୁବନେଶ୍ୱର ଇସ୍କନ ମନ୍ଦିର...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୩ , ୨୦୨୩ )

ଦଶମ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟରୁ ଛାତ୍ରୀଛାତ୍ର ମାନେ ଫେରୁଛନ୍ତି ଖାନଗର ସରକାରୀ ଉଚ୍ଚ ବିଦ୍ୟାଳୟ ସମୁଖରେ ରାସ୍ତା ମରାମତି କରାନଯାଇ ଦିର୍ଘଦିନରୁ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୯, ୨୦୨୧)

କଟକ ବିଡାନାସୀ ଚହଟା ଘାଟଠାରେ କାର୍ତ୍ତିକପୂର୍ଣ୍ଣିମା ଉପଲକ୍ଷେ ଡଙ୍ଗା ଭସାଇବା ଲାଗି ଭିଡ   କଟକ ଗଡଗଡ଼େଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁ ଦୀପ ଲଗାଉଛନ୍ତି   କାର୍ତ୍ତିକପୂର୍ଣ୍ଣିମା...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୭, ୨୦୨୧)

ଭୁବନେଶ୍ୱରରେ ଭାରତୀୟ ହକି ଦଳ   ଭୁବନେଶ୍ୱର ସମ ହସ୍ପିଟାଲ ନିକଟରେ ବେଆଇନ ନିର୍ମାଣକୁ ବିଡିଏ ପକ୍ଷରୁ ଉଚ୍ଛେଦ   ଅସରାଏ ବର୍ଷାରେ କଟକ ଖାନନଗର...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୯, ୨୦୨୨)

କଟକରେ ମହାନଦୀ ଜଳରାଶିରେ ଥିବା ଶିଳାଖଣ୍ଡ ଉପରେ ଖାଦ୍ୟ ଅନ୍ଵେଷଣରେ ବସିଥିବା ବଗ   ପ୍ରବଳ ଖରାରେ କଟକ କଲେଜ ଛକ ରାସ୍ତାରେ ଆଖୁରସ  ପିଇ ତୃଷ୍ଣା...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୮, ୨୦୨୧)

ଭୁବନେଶ୍ୱରରେ ମା’ ଦୁର୍ଗାଙ୍କ ମୂର୍ତ୍ତି ପ୍ରସ୍ତୁତିରେ ବ୍ୟସ୍ତ ଶିଳ୍ପୀ   ଷୋଳ ପୁଅ ମା’ ଘଟ ବିସର୍ଜନ ଅବସରରେ କଟକ ଦିୱାନ ବଜାର ତେଲୁଗୁ ସାହିରେ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୧, ୨୦୨୧)

ମହା ଶିବରାତ୍ରୀ ଅବସରରେ ଭକ୍ତମାନେ ଲିଙ୍ଗରାଜ ମନ୍ଦିରରେ ଭିଡ଼ ଜମାଇଛନ୍ତି   ମହା ଶିବରାତ୍ରୀ ଅବସରରେ କଟକସ୍ଥିତ ଚାଉଳିଆଗଞ୍ଜ ଦୁର୍ଗାଶ୍ୱର ମନ୍ଦିର ସମ୍ମୁଖରେ ଜଳୁଥିବା ମହାଦୀପ...

Advertisement
Archives

Model This Week