
ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାର ନବମ ଦିନରେ ମାନସିକ ଧାରିଙ୍କ ବିଭିନ୍ନ ପ୍ରକାର ବେଶ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ଼

ମା’ଙ୍କ ପାଇଁ ଅଣାଯାଇଥିବା ଟାହିଆ ଓ ମା’ଙ୍କ ଘଟ ପରିକ୍ରମା

ଭୁବନେଶ୍ୱର ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଅଂଶଗ୍ରହଣକାରୀମାନେ ପିଏମଜି ସ୍କୋୟାରରେ ରିହର୍ସାଲ କରୁଛନ୍ତି
କଟକରେ ସିଏମସିର କାଉନସିଲ ବୈଠକ

