ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୨, ୨୦୨୨)

ରାଜଧାନୀ ପ୍ରତିଷ୍ଠା ଦିବସ ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ରଙ୍ଗୀନ ଆଲୋକମାଳାରେ ଝଲସୁଛି ଓଡିଶା ବିଧାନସଭା

 

ରଙ୍ଗୀନ ଆଲୋକମାଳାରେ ଝଲସୁଛି ଭୁବନେଶ୍ୱରସ୍ଥିତ କମିଶନରେଟ ପୋଲିସ ଅଫିସ

ରଙ୍ଗୀନ ଆଲୋକମାଳାରେ ଭୁବନେଶ୍ୱରସ୍ଥିତ ଖାରବେଳ ଭବନ

 

ଚୈତ୍ର ମାସ ଶେଷ ମଙ୍ଗଳବାର ଉପଲକ୍ଷେ ଭୁବନେଶ୍ୱରରେ ମହିଳାମାନେ ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରୁଛନ୍ତି

ଜାତୀୟ ପଥପ୍ରାନ୍ତ ନାଟକ ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ପଥପ୍ରାନ୍ତ ନାଟକ ଉତ୍ସବ -୨୦୨୨ରେ ଭୁବନେଶ୍ୱର ପିଏମଜିରେ କଳାକାରମାନେ ପରିବେଷଣ କରୁଛନ୍ତି ନାଟକ

ଜାତୀୟ ପଥପ୍ରାନ୍ତ ନାଟକ ଦିବସ ଅବସରରେ ଓଡିଶା ପଥପ୍ରାନ୍ତ ନାଟକ ମହାସଂଘ ପକ୍ଷରୁ ନାଟକ ‘ଶିଶୁ ସ୍ୱର’ର ଦୃଶ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୩ ସେପ୍ଟେମ୍ବର, ୨୦୨୬)

ଭୁବନେଶ୍ୱରରେ ଗଣେଶ ଚତୁର୍ଥୀ ପୂର୍ବରୁ ବଜାରରୁ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଭକ୍ତମାନେ ନେଉଛନ୍ତି       କଟକ ଚାନ୍ଦିନୀଚୌକ ବନ୍ଧବାସେଳି କ୍ଲବରେ ଗଣେଶ ପୂଜାର ଅବ୍ୟବହିତ…

ଓଡ଼ିଶା: ଆଜିର ଫଟୋ ( ୧୨ ସେପ୍ଟେମ୍ବର, ୨୦୨୬)

କାରିଗର ଈଶ୍ୱର ରାଓଙ୍କ ଦ୍ୱାରା ଗୁଆ ଖୋଳପାରେ ତୋରଣ ଓ ଧଳା ପଥରରେ ୨ ଇଞ୍ଚର ଗଣେଶଙ୍କ ମୂର୍ତ୍ତି ନିର୍ମାଣ ସତାବାଡ଼ି ଭବନରେ ଅନୁଷ୍ଠିତ ଜାତୀୟ ଓଡ଼ିଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?