Advertisement

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୧୧, ୨୦୨୨)

୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଖଣ୍ଡଗିରି ତପୋବନ ହାଇସ୍କୁଲ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

 

ଭୁବନେଶ୍ୱର ୟୁନିଟ -୨ସ୍ଥିତ ରାଜଧାନୀ ବାଳିକା ବିଦ୍ୟାଳୟକୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସିବା ପୂର୍ବରୁ ଲୋକମାନେ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି

 

କଟକ ବାଲିଯାତ୍ରାରେ ମଜା ଉଠାଉଥିବା ଦର୍ଶକ

 

କଟକ ବାଲିଯାତ୍ରାର ଗଣକବି ବୈଷ୍ଣବ ପାଣି ମଞ୍ଚରେ ବିଭିର୍ନ ଡ୍ୟାନ୍ସ ଗ୍ରୁପଙ୍କ ଦ୍ୱାରା ପରିବେଷିତ ନୃତ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୬, ୨୦୨୨)

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କ ପରଲୋକରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ଭୁବନେଶ୍ୱର ଏୟାରପୋର୍ଟ ଏବଂ ରିଜର୍ଭ ବ୍ୟାଙ୍କ ଜାତୀୟ ପତାକା ଅର୍ଦ୍ଧ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୩, ୨୦୨୧)

ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ରେଳଷ୍ଟେସନରେ ଗାନ୍ଧୀଜୀଙ୍କ ବେଶରେ ଯୁବକ   ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୩୧ , ୨୦୨୨)

ବନ ବିଭାଗର ଅଧିକାରୀମାନେ ସୋମବାର କଟକର ମଧୁସୂଦନ ସେତୁ ନିକଟରେ ଏକ କୁମ୍ଭୀରକୁ ଉଦ୍ଧାରକରି ମୁହଁରୁ ଜାଲବାହାର କରି ପୁଣି ମହାନଦୀରେ ଛାଡିଦେଉଛନ୍ତି ଭୁବନେଶ୍ୱରର ଏକ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୬, ୨୦୨୧)

ଚୈତ୍ର ମାସ ଦ୍ଵିତୀୟ ମଙ୍ଗଳବାରରେ ଭୁବନେଶ୍ୱର ନୂଆପଲ୍ଲୀରେ ମହିଳା କରୁଛନ୍ତି ପୂଜାର୍ଚ୍ଚନା     କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ କୁଲିଙ୍କ ଅବସର ସମୟ

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୮, ୨୦୨୦)

ଭୁବନେଶ୍ୱରର ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପ ନିକଟରେ ଦିନ ମଜୁରୀ ଲାଗୁଥିବା ଶ୍ରମିକ ମାନେ କାର୍ଯ୍ୟ ଅପେକ୍ଷ୍ୟାରେ ଏକତ୍ରିତ ହୋଇଛନ୍ତି ରାଜଧାନୀ ଭୁବନେଶ୍ୱରରେ ବର୍ତମାନ କରୋନା ମହାମାରୀ...

ଓଡ଼ିଶା: ଆଜିର ଫଟୋ (ମେ ୧ ତାରିଖ )

ଭୁବନେଶ୍ୱରରେ ସପ୍ତାହାନ୍ତ ଶଟଡାଉନ     ଭୁବନେଶ୍ୱର ରେଳଷ୍ଟେସନରେ ଯାତ୍ରୀ ଆଶୟସ୍ଥଳ ବନ୍ଦ ଯୋଗୁଁ ଖରାରେ ବସିଛନ୍ତି ଯାତ୍ରୀ  

ଓଡ଼ିଶା: ଆଜିର ଫଟୋ (ଜୁନ ୨୧ , ୨୦୨୧)

କଳ୍ପନା ଛକରେ ଜଣେ ଯୁବତୀ ଜାମୁକୋଳି କିଣୁଛନ୍ତି ଦୁଇଦିନ ଧରି ସପ୍ତାହାନ୍ତ ସଟଡାଉନ ଖୋଲିବାପରେ ଆଜି ଭୁବନେଶ୍ୱର ରେ ପ୍ରବଳ ଗହଳି ଅଶୋକନଗର ରୋଡ ରେ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୩, ୨୦୨୧)

କଟକ ରାଣୀହାଟ ପୂଜାମଣ୍ଡପରେ ଶ୍ୟାମାକାଳୀଙ୍କ ମୂର୍ତ୍ତି ଗଢିବାରେ ନିମଗ୍ନ ଶିଳ୍ପୀ   କଟକ ରାଣୀହାଟ ପୋଲ ଉପରେ ଗ୍ରାହକ ଅପେକ୍ଷାରେ ଫଳ ବ୍ୟବସାୟୀ   ଭୁବନେଶ୍ୱର...

Advertisement
Archives

Model This Week