ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୧୦, ୨୦୨୩ )

କଟକ ଦୀଵାନ ବଜାର ତନ୍ତୀ ସାହି ଅଂଚଳରେ ଶ୍ରୀ ଶ୍ରୀ ଷୋଳପୁଅ ମା ଘଟ ବିସର୍ଜନ ଅବସରରେ ମହିଳାମାନେ ଘଟ ନେଇ ପୂଜା ସ୍ଥଳକୁ ଶୋଭାଯାତ୍ରାରେ ଯାଉଛନ୍ତି

 

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାର ଶୁଭାରମ୍ଭ କରିଛନ୍ତି

 

 

ମା ବାସନ୍ତୀ ଦୁର୍ଗାଙ୍କ ବଗଳାମୁଖୀ ବେଶ

 

 

ମା ଝାଞ୍ଜିରୀ ମଙ୍ଗଳାଙ୍କ ଅନ୍ନପୂର୍ଣ୍ଣା ବେଶ

 

 

ମା ଗଡ଼ଚଣ୍ଡୀଙ୍କ କାଳୀ ବେଶ

 

 

ମା କଟକ ଚଣ୍ଡୀଙ୍କ ସିଦ୍ଧେଶ୍ୱରୀ ବେଶ

 

 

ପିଠାପୁର ମା ଧାକୁଲେଇଙ୍କ ବଗଳାମୁଖୀ ବେଶ

 

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ୫ମ ଗୁରୁ ଗୋପୀକୃଷ୍ଣ ଉତ୍ସବରେ ନର୍ତ୍ତକୀ ଓଡିଶୀ ନୃତ୍ୟ ପରିବେଷଣ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୪ ଜୁନ୍, ୨୦୨୬)

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଗୁରୁ ଦକ୍ଷିଣା ଉତ୍ସବ     📲 Follow Dharitri – Odisha’s No.1 Odia Daily 📰✨

ଓଡ଼ିଶା: ଆଜିର ଫଟୋ (୨୩ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଓଡିଶୀ ଡାନ୍ସ ଏକାଡେମୀ ପକ୍ଷରୁ ସୁବର୍ଣ୍ଣିମା କାର୍ଯ୍ୟକ୍ରମରେ କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri