ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୧୦, ୨୦୨୧)

ପାର୍ବଣ ପୁଜା ଅବସରରେ ପୁରୀ ମାର୍କଣ୍ଡ ପୁଷ୍କରିଣୀ ପରିସରରେ କୁଆଁରୀ କନ୍ୟାମାନେ ପୁଜା କରୁଛନ୍ତି

 

ଭୁବନେଶ୍ୱର ପୂଜାମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଶେଷ ସ୍ପର୍ଶ

 

ଭୁବନେଶ୍ୱର ନୟାପଲ୍ଲୀ ନିକଟରେ ରାସ୍ତା କଡ଼ରେ ଲୋକମାନେ ସାଜସଜ୍ଜା ସାମଗ୍ରୀ କିଣୁଛନ୍ତି

 

ମା’ ଗଡ଼ଚଣ୍ଡୀଙ୍କ ଗାୟତ୍ରୀ ବେଶ

 

ମା’ ଝାଞ୍ଜିରୀମଙ୍ଗଳାଙ୍କ ବନଦୁର୍ଗା ବେଶ

 

କଟକ ବାଦାମବାଡି ଛକରେ ପାଣି ପାଇପ ଫାଟି ଏକ ଗଭୀର ଗର୍ତ୍ତ ସୃଷ୍ଟି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୮, ୨୦୨୦)

ପାଓ୍ବାର ହାଉସ ଛକରେ ଜଣେ ବ୍ୟକ୍ତି ବେକେ ଜିନିଷ ଧରି ଯାଉଛନ୍ତି।   ଖାରବେଳ ନଗର ମାଳିସାହି ରାସ୍ତାରେ ଥିବା ବେଆଇନ ଦୋକାନ ଘରକୁ ବିଡିଏ...

ଓଡ଼ିଶା: ଆଜିର ଫଟୋ

ଲକଡାଉନ ୩.୦ରେ ରାଜଧାନୀ ଭୁବନେଶ୍ୱରର ଦୃଶ୍ୟ   କରୋନା ସଚେତନତା ପାଇଁ କଟକ ପୁରୀଘାଟ ନିକଟରେ ବୁଲୁଥିବା ଯାନ   ବ୍ୟସ୍ତବହୁଳ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୯, ୨୦୨୧)

ବିଶ୍ୱ ହୃତପିଣ୍ଡ ଦିବସ ଅବସରରେ ଭୁବନେଶ୍ୱରରେ ସାଇକ୍ଳଥନ   ରାଜଧାନୀରେ ବିଶ୍ୱ ହୃତପିଣ୍ଡ ଦିବସ ଅବସରରେ ୱାକାଥନ   ମା’ କଟକ ଚଣ୍ଡୀଙ୍କ ସୁନା ବେଶ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୭, ୨୦୨୦)

ରାଜଧାନୀରେ ଭୟଙ୍କର ବିସ୍ଫୋରଣ : ପେଟ୍ରୋଲ ପମ୍ପରେ ଲାଗିଲା ନିଆଁ  କଟକରେ ମା’ ଦୁର୍ଗାଙ୍କ ପ୍ରତିମା ଓ ଅଳଙ୍କାର ଗଢୁଛନ୍ତି ଶିଳ୍ପୀ କଟକ ପୁରୀଘାଟ କାଠଯୋଡି...

ଓଡ଼ିଶା: ଆଜିର ଫଟୋ (ମେ ୨୦, ୨୦୨୨)

ଶ୍ରୀକ୍ଷେତ୍ର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚନ୍ଦନଚାପ     କଟକ ଚୌଧୁରୀବଜାର ମଠସାହିରେ ବର୍ଷାଦିନର ଆଗମନ ପୂର୍ବରୁ ମୁଖ୍ୟ ନର୍ଦ୍ଦମା ଜଳ ନିଷ୍କାସନ ନାଳରୁ ପଙ୍କ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୯, ୨୦୨୧)

ଅଲିଶା ବଜ଼ାର ଅଂଚଳ ରେ ହୋଲି ପର୍ବ ପାଳନ ଅବସର ରେ ପରସ୍ପର କୁ ଅଭିର ଲଗାଇ ଦେଉଥିବା ପିଲାମାନେ ହୋଲି ପର୍ବ ପାଳନ କୁ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୩, ୨୦୨୦)

ଭୁବନେଶ୍ୱର ଓୟୁଏଟି ଫାର୍ମହାଉସରେ ସାର ସିଞ୍ଚନ କରୁଛନ୍ତି ଚାଷୀ କଟକ ରାଣୀହାଟ ତାଳଦଣ୍ଡା କେନାଲ ରୋଡରେ ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତାପାର୍ଶ୍ୱ ଗଛଗୁଡିକୁ ଧଳାରଙ୍ଗର ପ୍ରଲେପ ଦିଆଯାଉଛି...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୫, ୨୦୨୧)

କଟକ ଦେବୀଗଡା କାଠଯୋଡ଼ି ନଦୀରେ ପ୍ରବାହିତ ବନ୍ୟା ଜଳ   ମହାନଦୀ ବନ୍ୟା ଜଳ ଘେରରେ ସିଏମସି ୱାର୍ଡ-୫୫

Advertisement
Archives

Model This Week