ଭୁବନେଶ୍ୱର ୟୁନିଟ-୧ଠାରେ ଥିବା ୧୦୮ ହନୁମାନ ମନ୍ଦିରରେ ହନୁମାନ ଜୟନ୍ତୀ

ଭୁବନେଶ୍ୱର ପିଏମଜି ଛକ ନିକଟରେ ଜନମଙ୍ଗଳ ପରିଷଦ ପକ୍ଷରୁ ପଣା ବଣ୍ଟନ

ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ପାଳନ ଅବସରରେ ହିନ୍ଦୁ ଜାଗରଣ ମଂଚ ପକ୍ଷରୁ କଟକ ବାଲିଯାତ୍ରା ଉପର ପଡିଆ ନିକଟରୁ ବାହାରିଥିବା ବିଶାଳ ଶୋଭାଯାତ୍ରା

କଟକ ଡଗରପଡା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା

କଟକ ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି

କଟକ ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କୁ ପଣା ବଣ୍ଟନ



