ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୪ , ୨୦୨୦)

ଭୁବନେଶ୍ୱର ରାଜମହଲ ଛକରେ  ବେପରୁଆ ଗାଡି ଚାଳକଙ୍କ ଠାରୁ

ଜରିମାନା ଆଦାୟ କରାଯାଉଛି

ଭୁବନେଶ୍ୱର ଭିଏସଏସ ନଗରରେ ବିଡିଏ ପକ୍ଷରୁ ଉଛେଦ ଚାଲିଛି

କଟକ ଚୌଧୁରୀ ବଜାରରେ ଏକ ଦୋକାନରୁ ଜଣେ ଗ୍ରାହକ ରାଖୀ କିଣୁଛନ୍ତି

ରାଜଧାନୀରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ବେଳେ ରାସ୍ତାରେ ପ୍ରବଳ ଗହଳି

ଭୁବନେଶ୍ୱର ରାଜମହଲ ନିକଟରେ ଜଣେ ଦୋକାନୀ ବେତ ତିଆରି ସାମଗ୍ରୀକୁ ରଙ୍ଗ କରୁଛନ୍ତି

ଭୁବନେଶ୍ୱର ରାଜମହଲ ରାସ୍ତା ପାର୍ଶ୍ୱରେ ଜଣେ ଶିଶୁ ଦୋକାନ ସମ୍ଭାଳିବା ସହ ପାଠ ପଢୁଛନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଜୁନ ୨୧ , ୨୦୨୧)

କଳ୍ପନା ଛକରେ ଜଣେ ଯୁବତୀ ଜାମୁକୋଳି କିଣୁଛନ୍ତି ଦୁଇଦିନ ଧରି ସପ୍ତାହାନ୍ତ ସଟଡାଉନ ଖୋଲିବାପରେ ଆଜି ଭୁବନେଶ୍ୱର ରେ ପ୍ରବଳ ଗହଳି ଅଶୋକନଗର ରୋଡ ରେ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୯ , ୨୦୨୦)

ଶିଳ୍ପୀମାନେ ଶ୍ୟାମାକାଳୀ ପୂଜା ପାଇଁ ମାଟି ପ୍ରତିମା ତିଆରି କରିବାରେ ବ୍ୟସ୍ତ ନେତାଜୀ ସେତୁ ରାସ୍ତାରେ ଜମା ହୋଇଥିବା ବାଲି ବାରମ୍ବାର ଦୁର୍ଘଟଣା ଘଟାଉଛି ଜଣେ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୯ , ୨୦୨୦)

ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ମୁର୍ତ୍ତିକା ମେଳାରେ ଜଣେ ମହିଳା ମାଟି ସାମଗ୍ରୀ ପ୍ରଦର୍ଶନ କରୁଛନ୍ତି ପ୍ରବାସୀ ବ୍ୟବସାୟୀମାନେ ରାମମନ୍ଦିର ରାସ୍ତା କଡରେ ଶୀତବସ୍ତ୍ର ବିକ୍ରି କରୁଛନ୍ତି...

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨୨, ୨୦୨୧ )

କଟକ ପୁରୀଘାଟ କାଠଯୋଡ଼ି ନଦୀରେ ଖୁଦୁରୁକୁଣି ବିସର୍ଜନ ଭୁବନେଶ୍ୱର କିଟ କ୍ୟାମ୍ପସରେ ୪୦ତମ ଜାତୀୟ ଖୋ ଖୋ ଚାମ୍ପିଅନଶିପ ଆରମ୍ଭ କଟକରେ  ଜାତୀୟ ସବ୍ ଜୁନିଅର...

ଓଡ଼ିଶା: ଆଜିର ଫଟୋ (ମେ ୨୬, ୨୦୨୧)

ଲକଡାଉନରେ ଭୁବନେଶ୍ୱର   କଟକ ତୁଳସୀପୁର ହରିଣପାର୍କରେ ଜମି ରହିଛି ବର୍ଷା ଜଳ   କଟକ ସହର ଜନଶୂନ୍ୟ   କଟକ କଲେଜ ଛକରେ ବନ୍ଦଥିବା...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୩୦, ୨୦୨୧)

ଭୁବନେଶ୍ୱରର ମାଷ୍ଟ୍ରରକ୍ୟାଣ୍ଟିନ ଛକରେ ଏକ ପରିବାର ରାସ୍ତାରେ ଯାଉଛନ୍ତି ଆଗକୁ ଦୁର୍ଗାପୂଜା କୁଆଖାଇ ନଦୀରୁ ଦୁର୍ଗାମୂର୍ତି ପାଇଁ ପୂଜାର୍ଚ୍ଚନା କରାଯାଉଛି ପବିତ୍ର ଜନ୍ମାଷ୍ଟମୀ ଅବସରରେ କଟକ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୦, ୨୦୨୦)

ଘନ କୁହୁଡି ପୁରୀର ଶ୍ରୀମନ୍ଦିରକୁ ଆଚ୍ଛାଦିତ କରି ରଖିଛି ଘନ କୁହୁଡି କଟକର ନେତାଜୀ ସେତୁ କୁ ଘୋଡାଇ ରଖିଛି ଭୁବନେଶ୍ୱରରେ ଘନ କୁହୁଡି ଫଳରେ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୯, ୨୦୨୧ )

ନେତାଜୀ ଜୟନ୍ତୀ ପୂର୍ବରୁ କଟକ ଦରଘାବଜ଼ାର ପୁରୁଣା ଜେଲ ରୋଡରୁ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ସ୍ଥଳ ଓ ସଂଗ୍ରହାଳୟକୁ ଯିବା ରାସ୍ତାର ପାର୍ଶ୍ୱ ପ୍ରାଚୀର...

Advertisement
Archives

Model This Week