ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚିତ୍ରକଳାରେ ସଜେଇ ହେଉଛି ପୁରୀ
ପୁରୀ ଶ୍ରୀମନ୍ଦିର ସିଂହ ଦ୍ୱାରରେ ପ୍ରଭୁ ପତିତପାବନଙ୍କୁ ଆଳତି କରାଯାଉଛି
ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ପାରମ୍ପରିକ ଝୋଟିଚିତାରେ ସୁସଜ୍ଜିତ କରାଯାଉଛି

