ଓଡ଼ିଶା: ଆଜିର ଫଟୋ ( ମେ ୬, ୨୦୨୨ )

ପୁରୀ ଶ୍ରୀମନ୍ଦିର ନିକଟରେ ସୂର୍ଯ୍ୟାସ୍ତର ଦୃଶ୍ୟ

 

ଭୁବନେଶ୍ୱର ସତ୍ୟନଗର ରାସ୍ତାରେ ପିଲାଟି ତାଙ୍କର ଦୃଷ୍ଟିହୀନ ମାଆଙ୍କୁ ଧରି ଯାଉଛି

 

ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରବଳ ବର୍ଷା ଓ ପବନ ହେତୁ ଏକ ଗଛ ଉପୁଡ଼ି ରାସ୍ତାରେ ପଡିଛି

 ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପଠାରେ ଅର୍ଥ ବିଭାଗ ସାଂସ୍କୃତିକ ସଂସଦର ୫୬ତମ ବାର୍ଷିକ ଉତ୍ସବ ଅବସରରେ ନାଟକ ପରିବେଷଣ

 

କଟକ ବାଲିଯାତ୍ରା ଉପରପଡିଆରେ ବୈଶାଖୀ ବାଣିଜ୍ୟ ମେଳାର ଉଦଘାଟନୀ ସନ୍ଧ୍ୟା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

ଓଡ଼ିଶା: ଆଜିର ଫଟୋ ( ୨୪ ସେପ୍ଟେମ୍ବର, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶା ନାଟ୍ୟ ସଂଘ ପକ୍ଷରୁ ୫ମ ଜାତୀୟ ନାଟ୍ୟ ମହୋତ୍ସବରେ ନାଟକ ‘ଧର୍ମାବତାର’ର ଦୃଶ୍ୟ       କଟକ ସହରର ମୁଖ୍ୟ…

ଓଡ଼ିଶା: ଆଜିର ଫଟୋ ( ୨୩ ସେପ୍ଟେମ୍ବର, ୨୦୨୬)

ପୁରୀ ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ରାଜତ୍ୱର ୭୧ ଅଙ୍କ ପ୍ରଚଳନ, ଆରମ୍ଭ ହେଲା ଉତ୍କଳୀୟ ସନ ୧୪୩୪ ସାଲ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?