ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୩, ୨୦୨୩ )

ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ ଓଡିଶା ସଂଗୀତ ନାଟକ ଏକାଡେମୀ ଓଡ଼ିଆ ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ନାଟ୍ୟଧାରାର ନାଟକ ‘ତାରି ଲାଗି’ ଭଞ୍ଜକଳା ମଣ୍ଡପରେ ପଦର୍ଶିତ ହେଉଛି

 

 

ଭୁବନେଶ୍ୱର ବିଜେବି ନଗର ପାର୍କ ନିକଟରେ ବିଡିଏ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ

 

 

ସେବା ପ୍ରତିନିଧି ପକ୍ଷରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ସମ୍ମୁଖରେ, ମନ୍ଦିର ରୀତିନୀତି ବନ୍ଦକୁ ବିରୋଧ

 

 

କଟକ ରାଣୀହାଟ ଛକରେ ଘଣ୍ଟା ଟାୱାର ନିର୍ମାଣ କାର୍ଯ୍ୟ ଚାଲିଛି

 

 

କଟକ ଜୋବ୍ରା ଆନାକଟ ମହାନଦୀରେ ଥିବା ପଥର ଉପରେ କଇଁଛମାନେ ବିଶ୍ରାମ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୫, ୨୦୨୨)

ଭୁବନେଶ୍ୱର ଖଣ୍ଡଗିରି ମେଳାରେ ଲୋକଙ୍କ ଭିଡ଼   ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଇଲେକ୍ସନ ପାଇଁ କଟକ ସଦର ବ୍ଲକ ଅଫିସରୁ ଭୋଟଗ୍ରହଣ କେନ୍ଦ୍ରକୁ ଯିବାପାଇଁ ପ୍ରସ୍ତୁତ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୩, ୨୦୨୦)

ଲକ୍‌ଡାଉନରେ ରାଜଧାନୀ ଭୁବନେଶ୍ୱରର ଦୃଶ୍ୟ ପିପିଲି ବାଇପାସ କଡରେ ଥିବା ଏକ ବିଲରେ ଟ୍ରାକ୍ଟର ସାହାଯ୍ୟରେ ହଳ କରାଯାଉଛି ରାଜଧାନୀ ଭୁବନେଶ୍ୱର ଆକାଶରେ ଏକ ହେଲିକାପ୍ଟର...

ଓଡ଼ିଶା: ଆଜିର ଫଟୋ (ମେ ୮, ୨୦୨୨)

ବାଲିଯାତ୍ରା ଉପର ପଡିଆରେ ଚାଲିଥିବା ବୈଶାଖୀ ବାଣିଜ୍ୟ ମେଳାରେ ପ୍ରବଳ ଭିଡ ଶତାବ୍ଦୀ ଭବନ ରେ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଅଭିପ୍ସା ର ରୌପ୍ୟ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୬, ୨୦୨୨ )

ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ‘ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା-୨୦୨୨’ ଆୟୋଜିତ   ଓଡିଶା ଏନଭାଇରନମେଣ୍ଟାଲ ସୋସାଇଟି ତରଫରୁ ଭୁବନେଶ୍ୱର ନୂଆପଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ୪୧ତମ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୨, ୨୦୨୧)

କଟକ ଅଲିଶାବଜାର ପୂଜାମଣ୍ଡପରେ ମହାସପ୍ତମୀ   କଟକ ମାଛୁଆବଜାର ସର୍ପାଦୁର୍ଗା ମନ୍ଦିରରେ ମହାସପ୍ତମୀ ପୂଜା   କଟକ ମଙ୍ଗଳାବାଗ ମଣ୍ଡପରେ ମହାସପ୍ତମୀ ପୂଜା   କଟକ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୪, ୨୦୨୧)

ମହାବିଷୁବ ସଂକ୍ରାନ୍ତି ଲାଗି ଭୁବନେଶ୍ୱର ୟୁନିଟ-୧ ସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା   କଟକ ମହାନଦୀରେ ବୋଟିଙ୍ଗ ସେବା ଶୁଭାରମ୍ଭ   କଟକ ବଢ଼େଇ ସାହି...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୯, ୨୦୨୧)

କରୋନା ମହାମାରୀ ଯୋଗୁ ବନ୍ଦ ଥିବା ବସ ଆଜିଠାରୁ ଚାଲୁଛି ଏବଂ ବାଦାମବାଡ଼ି ରେ ଯାତ୍ରୀମାନେ ବସ ରେ ଚଢୁଛନ୍ତି ସୋମବାର ଠାରୁ ଭୁବନେଶ୍ୱର ରେ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୪, ୨୦୨୧)

ମକର ସଙ୍କରାନ୍ତି ଉପଲକ୍ଷେ କଟକସ୍ଥିତ ଖାନନଗର ଅଞ୍ଚଳରେ ଏକ କୋଠା ଉପରେ ଯୁବକମାନେ ଗୁଡ଼ି ଉଡାଉଛନ୍ତି କଟକସ୍ଥିତ କାଠଯୋଡ଼ି ନଦୀ ନିକଟରେ ରେଳ ଟ୍ରାକ ନିକଟରେ...

Advertisement
Archives

Model This Week