ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୭, ୨୦୨୨ )

କଟକସ୍ଥିତ ନରାଜ ଆନିକଟରେ ପକ୍ଷୀମାନେ ଜଳକ୍ରୀଡା କରୁଛନ୍ତି

 

 

ଭାରତୀୟ ପୁରୁଷ ହକି ଦଳ, ପୁରୁଷ ହକି ବିଶ୍ୱକପ ଖେଳିବା ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ

 

 

ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ନୃତ୍ୟ ମହୋତ୍ସବରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଜାଗ୍ରୁତି ସାଂସ୍କୃତିକ ଏକାଡେମୀର କଳାକାରମାନେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରୁଛନ୍ତି

 

 

ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲରେ, ରୋଗିମାନେ ଓପିଡି ପଞ୍ଜିକରଣ ପାଇଁ ଧାଡ଼ିରେ ଛିଡା ହୋଇଛନ୍ତି

 

 

କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ଉଦ୍‌ଘାଟନୀ ଉତ୍ସବ ପାଇଁ, ତୁଳସୀପୁର ମହାନଦୀ ରିଙ୍ଗ ରୋଡର ସୌନ୍ଦର୍ଯ୍ୟକରଣ ଚାଲିଛି

 

 

ଗୋପାଳପୁର ବେଳାଭୂମି ମହୋତ୍ସବ: ଚତୁର୍ଥ ଦିନ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri