Advertisement

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୬, ୨୦୨୨)

ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମରେ ଓଡିଶା ମହିଳା ଲିଗ୍ ଫୁଟବଲର ଜର୍ସି ଉନ୍ମୋଚନ ସମାରୋହରେ ଓଡିଶା କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରା, ଏଫଏଓ ସଚିବ ଆଶୀର୍ବାଦ ବେହେରା ଯୋଗ ଦେଇଛନ୍ତି।

 

 

ଭୁବନେଶ୍ୱର ପିଏମଜି ସ୍କୋୟାରରେ ସ୍ଥାୟୀ ନିଯୁକ୍ତି ଦାବିରେ ବିଏମସି ଠିକା ପରିମଳ କର୍ମଚାରୀଙ୍କ ଧାରଣା

 

 

ଭୁବନେଶ୍ୱର ଓଡିଶା ବିଧାନସଭା ସମ୍ମୁଖରେ ପିଏମଜି ସ୍କୋୟାର ଧାରଣା ସ୍ଥଳରେ ଦୋକାନ

 

 

୬ ଦଫା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱର ପିଏମଜିରେ ବିକ୍ଷୋଭ

 

 

ସ୍ଥାୟୀ ଚାକିରୀ ପାଇଁ ଭୁବନେଶ୍ୱର ପିଏମଜି ସ୍କୋୟାର ଧାରଣା ସ୍ଥଳରେ ବିକ୍ଷୋଭକାରୀମାନେ ନବଗ୍ରହ ପୂଜା କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୯, ୨୦୨୨)

ଭୁବନେଶ୍ୱରର ଜନତା ମୈଦାନରେ ମେକ୍ ଇନ୍ ଓଡିଶା କନକ୍ଲେଭ -୨୦୧୨ ପାଇଁ ପ୍ରସ୍ତୁତି ଚାଲିଛି ଭୁବନେଶ୍ୱରର ପିଏମଜି ସ୍କୋୟାରରେ ଜଣେ ମହିଳା ପୋଲିସ ଅଧିକାରୀ ଚୁଡ଼ି...

ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୨୬, ୨୦୨୨)

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଏଫଆଇଏଚ ପ୍ରୋ ଲିଗ ହକିରେ ଇଣ୍ଡିଆନ ଓମେନ୍ସ ଏବଂ ସ୍ପେନ ଓମେନ୍ସ ଟିମ ମଧ୍ୟରେ ଅନୁଷ୍ଠିତ ମ୍ୟାଚ କଟକ ଯୋବ୍ରା ଟ୍ରେନ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧, ୨୦୨୧)

ଭୁବନେଶ୍ୱରରେ ତୁହାକୁ ତୁହା ବର୍ଷା: ଅସ୍ତବ୍ୟସ୍ତ ଜନଜୀବନ     ଦୀର୍ଘ ଦିନ ପରେ  ଲିଙ୍ଗରାଜ ମନ୍ଦିରରେ ଉତ୍ସାହିତ ଶ୍ରଦ୍ଧାଳୁ

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୪ , ୨୦୨୦)

ଶ୍ରୀଜୀଉଙ୍କୁ ଲାଗି ହେଲା ରସଗୋଲା ଭୋଗ   ରାମକୃଷ୍ଣଙ୍କ ନୀଳାଦ୍ରି ବିଜେ     ଶ୍ରୀସୁଦର୍ଶନଙ୍କ ନୀଳାଦ୍ରି ବିଜେ   ମଦନମୋହନଙ୍କ ନୀଳାଦ୍ରି ବିଜେ  ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୯, ୨୦୨୨)

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା   ଭୁବନେଶ୍ୱର ମହାନଗର ନିଗମରେ ନବନିର୍ବାଚିତ ମେୟରଙ୍କ ସହିତ କର୍ପୋରେଟରଙ୍କ ଶପଥ ପାଠ, ମେୟରଙ୍କ ଦାୟିତ୍ୱ ଗ୍ରହଣ   ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୭, ୨୦୨୨)

କଟକ ମହାନଗର ନିଗମ  ସଭାଗୃହରେ ସହରର ବର୍ଷାଜଳ ନିଷ୍କାସନ ଓ ପଙ୍କ ଉଦ୍ଧାରକୁ ନେଇ ଅନୁଷ୍ଠିତ ବୈଠକ   କଟକ ଶହୀଦ ଭବନରେ ପୂର୍ବତଟ ରେଳପଥ...

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୨୬, ୨୦୨୧)

ଭୁବନେଶ୍ୱର ଶିଶୁଭବନ ଅଞ୍ଚଳରେ ମୌସୁମୀ ବର୍ଷାର ଦୃଶ୍ୟ   ଭୁବନେଶ୍ୱର ରାଜମହଲ ଛକରେ ହେଲମେଟ୍ ଚେକିଂ   ଶିଶୁଭବନ ପରିସରରେ ଥିବା ଆହାର କେନ୍ଦ୍ର ସମ୍ମୁଖରେ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୧, ୨୦୨୨)

ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ ଲାଗି ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପ ପାର୍ଶ୍ଵ ଅଞ୍ଚଳରେ ହୋଇଥିବା ଗଛକଟାକୁ ବିରୋଧ କରି ପରିବେଶ ପ୍ରେମୀଙ୍କ ପ୍ରଦର୍ଶନ ଦ୍ଵିତୀୟ ଦିନରେ   ଭୁବନେଶ୍ୱର...

Advertisement
Archives

Model This Week