ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୫, ୨୦୨୨)

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ କଳାକୃତି ସାଂସ୍କୃତିକ ସଂଗଠନର ବାର୍ଷିକ ଉତ୍ସବ ପାଳନ

 

ଓଡ଼ିଶା ହାଇକୋର୍ଟକୁ ଭୁବନେଶ୍ୱର ସ୍ଥାନାନ୍ତର ଏବଂ ରାଜଧାନୀ ପାଇଁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଭୁବନେଶ୍ୱରରେ ଓକିଲଙ୍କର କାର୍ଯ୍ୟ ବନ୍ଦ ଆନ୍ଦୋଳନ

 

   କଟକର ଖାନନଗର ମାଲାଚାନ୍ଦିଆ ଛକରେ GAIL ଦ୍ୱାରା ଆୟୋଜିତ ଗ୍ୟାସ୍ ଲିକେଜ୍ ସଚେତନତା କାର୍ଯ୍ୟକ୍ରମ

 

ସିଏମସି ମେୟର ସୁଭାଷ ସିଂ ଅନ୍ୟ ଅଧିକାରୀମାନଙ୍କ ସହ କଟକର ବିଭିର୍ଣ୍ଣ ବସ୍ତି ଅଞ୍ଚଳ ବୁଲି ଜାଗା ମିଶନର କାର୍ଯ୍ୟକାରିତା ଯାଞ୍ଚ କରୁଛନ୍ତି

 

ଦରବୃଦ୍ଧି ଓ ଅନ୍ୟାନ୍ୟ ଦାବିରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଲା ସମିତି ପକ୍ଷରୁ ବିରୋଧ ପ୍ରଦର୍ଶନ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri