ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୩, ୨୦୨୨)

ଭୁବନେଶ୍ୱର ସ୍ଥିତ ଓଏଫଡିଆରଏ ପରିସରରେ ଓଡ଼ିଶା ଅଗ୍ନିଶମ ବିଭାଗର କ୍ୱିକ ରେସ୍ପନ୍ସ ସେବାର ଶୁଭାରମ୍ଭ

 

ବିକଳ୍ପ ରୋଜଗାର ଯୋଗାଇବା ଦାବୀରେ ନମ୍ବରପ୍ଲେଟ ଚିତ୍ରକର ଏବଂ ବ୍ୟବସାୟୀ ମାନଙ୍କ ଦ୍ୱାରା ଭୁବନେଶ୍ୱର ଵାଣିବିହାରରୁ ପିଏମଜି ଅଭିମୁଖେ ପଦଯାତ୍ରା

 

ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନରେ ଓଡ଼ିଶା ସାହିତ୍ୟ ଅକାଦେମି ପକ୍ଷରୁ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ଶତବାର୍ଷିକିରେ ଆୟୋଜିତ ଆଲୋଚନା ଚକ୍ର

 

କଟକର ବିଭିନ୍ନ ଥାନା ପକ୍ଷରୁ ଉଦ୍ଧାର କରାଯାଇଥିବା ଚୋରା ମୋବାଇଲ ଫୋନଗୁଡିକୁ ଡିସିପି ଅଫିସରେ ଆୟୋଜିତ ସ୍ୱତନ୍ତ୍ର ‘ଉଦ୍ଧାର ସାମଗ୍ରୀ ଫେରସ୍ତ ମେଳା’ରେ ପ୍ରକୃତ ମାଲିକଙ୍କୁ ଫେରାଇ ଦେଉଛନ୍ତି ଡିସିପି ପିନାକ ମିଶ୍ର

 

କଟକ ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟ ଅଡିଟୋରିଅମରେ ଦୃଷ୍ଟିବାଧିତ ଶିଶୁ ଓ ମହିଳାଙ୍କ ଲାଗି ଆୟୋଜିତ କର୍ମଶାଳା

 

କଟକ ସ୍ଥିତ ଓଡିଶା ଜୁଡ଼ିସିଆଲ ଆକାଡ଼େମୀ ସଭାଗୃହରେ ‘ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ଆଇନ’ ସମ୍ବନ୍ଧିତ ଦୁଇଦିନିଆ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୨ ଅଗଷ୍ଟ, ୨୦୨୬)

ବୁଧବାର ରବୀନ୍ଦ୍ର ମଣ୍ଡପରେ ହୃଦୟ ସଂଗଠନ ପକ୍ଷରୁ ସେକ୍ସପିୟରଙ୍କ ନାଟକ ପରିବେଷଣ   📲 Follow Dharitri – Odisha’s No.1 Odia Daily 📰✨

ଓଡ଼ିଶା: ଆଜିର ଫଟୋ ( ୧୧ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅଗଷ୍ଟ ୧୫ ପାଇଁ ପରେଡ୍‌ ରିହର୍ସାଲ୍‌       କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri