ଓଡ଼ିଶା: ଆଜିର ଫଟୋ ( ମେ ୨୦, ୨୦୨୩ )

ଓଡ଼ିଆ ଖବରକାଗଜ ଧରିତ୍ରୀର ସୁବର୍ଣ୍ଣ ଜୟନ୍ତୀ ଲୋଗୋ ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଛି

 

 

ଟ୍ରାଫିକ ଉପରେ ନଜର ରଖିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱର ଠାରେ ଡ୍ରୋନ କ୍ୟାମେରାର ପରୀକ୍ଷଣ

 

 

ଲାଞ୍ଜିପଲ୍ଲି ମା’ ତାରା ଦେବୀ ଯାତ୍ରାରେ ତେର ଦିନରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ସହ ମା’ଙ୍କ ଘଟ ପରିକ୍ରମା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୫, ୨୦୨୨)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡିଶା ଉର୍ଦ୍ଦୁ ଏକାଡେମୀ ଦ୍ୱାରା ଆୟୋଜିତ ଜାତୀୟ ସୁଫି କୱାଲି କାର୍ଯ୍ୟକ୍ରମରେ ‘ଇଣ୍ଡିଆ ଗଟ ଟ୍ୟାଲେଣ୍ଟ’ରେ ଖ୍ୟାତିଲାଭ କରିଥିବା ନିଜାମୀ ବ୍ରଦରସଙ୍କ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୮, ୨୦୨୧)

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ କଟକରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି   ଭୁବନେଶ୍ୱର ୟୁନିଟ-୪ ସ୍ଥିତ ମାଛ ମାର୍କେଟରେ ଲୋକଙ୍କ ଗହଳି...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୨, ୨୦୨୧)

ଶ୍ରୀମନ୍ଦିର ଆକାଶରେ ସୂର୍ଯ୍ୟଙ୍କୁ ଘୋଟିଯାଇଛି କଳାବାଦଲ ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ ପାଳନ କଟକସ୍ଥିତ ରାଜବାଗୀ ମ୍ୟୁନିସିପାଲିଟି ହାଇସ୍କୁଲ ଖେଳ ପଡିଆରେ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୮, ୨୦୨୧)

କଟକ କୁମ୍ଭାରସାହିରେ ଗଣେଶ ମୂର୍ତ୍ତି ତିଆରିରେ ବ୍ୟସ୍ତ ଶିଳ୍ପୀ     କଟକ ଚୌଧୁରୀ ବଜ଼ାରରେ ବ୍ୟବସାୟୀଙ୍କଠାରୁ ରାଖୀ କିଣୁଛନ୍ତି ଖୁଚୁରା ଦୋକାନୀ

ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୧୮, ୨୦୨୩ )

ଭୁବନେଶ୍ୱର ବରମୁଣ୍ଡା ଦୁର୍ଗାପୂଜା ପଡିଆରେ ଶିଶିର ସରସ ମେଳା ୨୦୨୩       ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନରେ ପ୍ରସିଦ୍ଧ ଚିତ୍ରକାର ଜଟିନ୍ ଦାସ...

ଓଡ଼ିଶା: ଆଜିର ଫଟୋ ( ମେ ୯, ୨୦୨୩ )

ଜନଗହଳି ପୂର୍ଣ୍ଣ କଟକ ଛତ୍ର ବଜାର ପରିବା ମାର୍କେଟ, ପ୍ରବଳ ଖରା ହେତୁ ଦିନ ବେଳା ଖାଁ ଖାଁ ଲାଗୁଛି     ଲଙ୍ଗିପୋଲି ତାରାଦେବୀ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୯, ୨୦୨୧)

କଟକ ସିଡିଏ ମଧୁସୂଦନ ସେତୁ ମହାନଦୀ ପାର୍ଶ୍ୱସ୍ଥ ପଠାରେ ଲାଗିଥିବା ନିଆଁ, ଏହା ଫଳରେ ପଠାରେ ଥିବା ଏକ ଥୁଣ୍ଟା ଗଛ ଡାଳରେ ପକ୍ଷୀମାନେ ଆଶ୍ରୟ...

ଓଡ଼ିଶା: ଆଜିର ଫଟୋ ( ମେ ୭, ୨୦୨୨)

ସମ୍ଭାବ୍ୟ ବାତ୍ୟା ପାଇଁ ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଓଡିଶା ଫାୟାର ଆଣ୍ଡ ଡିଜାଷ୍ଟର ଆକାଡ଼େମୀ ପରିଦର୍ଶନ   ଭୁବନେଶ୍ୱର ମେ...

Advertisement
Archives

Model This Week