ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧, ୨୦୨୦)

କଟକଣା ଯୋଗୁ ଫିକା ପଡିଲା ଇଦ : କଟକ ସହରର ବିଭିନ୍ନ ମସଜିଦ ଶୂନଶାନ

ଗଣେଶଙ୍କ ମୂର୍ତ୍ତିରେ ରଙ୍ଗ ଦେଉଛନ୍ତି କଟକ କୁମ୍ଭାରସାହିରେ ଜଣେ ଶିଳ୍ପୀ

 

କଟକ କଲେଜ ଛକରେ ରାଖୀ କିଣୁଛନ୍ତି ମହିଳା

ଲକଡାଉନ କଟକଣା କୋହଳ ହେବାପରେ କଟକ ସହରରେ ଗହଳି

କଟକଣା କୋହଳ ହେବାପରେ ଭୁବନେଶ୍ୱର କଳ୍ପନା ଛକ ନିକଟରେ ରାସ୍ତା ଜାମ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୧ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅଗଷ୍ଟ ୧୫ ପାଇଁ ପରେଡ୍‌ ରିହର୍ସାଲ୍‌       କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri