ଓଡ଼ିଶା: ଆଜିର ଫଟୋ ( ମେ ୧୯, ୨୦୨୩ )

ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ୧୦୦ତମ ଜୟନ୍ତୀରେ ରବୀନ୍ଦ୍ର ମଣ୍ଡପ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି

 

ଭୁବନେଶ୍ୱର ରସୁଲଗଡ ସ୍ଥିତ ଜଗନ୍ନାଥ ନଗରରେ ମହିଳାଙ୍କ ସାମୂହିକ ସାବିତ୍ରୀ ବ୍ରତ ପୂଜାର୍ଚ୍ଚନା

 

ଭୁବନେଶ୍ୱର ପଳାଶପଲ୍ଲୀରେ ବଟବୃକ୍ଷ ତଳେ ସାବିତ୍ରୀ ବ୍ରତ ପୂଜାର୍ଚ୍ଚନା କରୁଛନ୍ତି କିନ୍ନର ମାନେ

 

ସ୍ୱାମୀଙ୍କ ମଙ୍ଗଳ କାମନା କରି ଭୁବନେଶ୍ୱରସ୍ଥିତ ଆର୍ଯ୍ୟ ସଂସ୍କୃତି ମନ୍ଦିରରେ ମହିଳାଙ୍କ ସାମୂହିକ ସାବିତ୍ରୀ ବ୍ରତ ପୂଜାର୍ଚ୍ଚନା

 

ସାବିତ୍ରୀ ଅମାବାସ୍ୟାରେ ରାମମନ୍ଦିରରେ ଥିବା ବଟବୃକ୍ଷରେ ମାରୁଆଡ଼ି ମହିଳା ମାନେ ସୂତା ବାନ୍ଧୁଛନ୍ତି

 

ଭୁବନେଶ୍ୱରସ୍ଥିତ ରାମମନ୍ଦିର ସମ୍ମୁଖରେ ପାରାମାନଙ୍କ ସହ ରିଲସ ତିଆରି କରୁଛନ୍ତି ମହିଳା

 

ରାଜସ୍ଥାନୀ ଫୁଡ ଫେଷ୍ଟିଭାଲ ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିଅମ ହୋଟେଲରେ ଆୟୋଜିତ

 

ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ବିବାହିତ ମହିଳାଙ୍କ ସାମୁହିକ ସାବିତ୍ରୀ ବ୍ରତ ପାଳନ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୪, ୨୦୨୧ )

ସିଆରପି ରେ ଆଦିବାସୀ କଳା ଏବଂ ହସ୍ତଶିଳ୍ପ ସଂଗ୍ରହାଳୟର ଲୋକମାନେ ବୁଲି ଦେଖୁ ଥିବାର ଦୃଶ୍ୟ | କଟକର ନରାଜ ନିକଟସ୍ଥ ମହାନଦୀରେ ବହୁ ସଂଖ୍ୟାରେ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୭, ୨୦୨୨)

ଆମେରିକା, ୟୁକ୍ରେନ ଏବଂ ଜାପାନର ବୌଦ୍ଧ ଭିକ୍ଷୁମାନେ ଶାନ୍ତି ପଦଯାତ୍ରାରେ ଭୁବନେଶ୍ୱର ସର୍କିଟ ହାଉସରୁ ଧଉଳି ପର୍ଯ୍ୟନ୍ତ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରୁଛନ୍ତି ଭୁବନେଶ୍ୱରର...

ଓଡ଼ିଶା: ଆଜିର ଫଟୋ (ମେ ୨୩, ୨୦୨୩)

ଲାଞ୍ଜିପଲ୍ଲି ମା’ ତାରା ଦେବୀ ଯାତ୍ରାରେ ଷୋହଳ ଦିନରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଓ ମା’ଙ୍କ ଘଟ ପରିକ୍ରମା ସହ  ବହୁ କଳା...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୨, ୨୦୨୨ )

ଏସବିଆଇ ମୁଖ୍ୟ ଶାଖାରେ ଶିଳ୍ପୀ ସୁବଳ ମହାରଣା ବାଲୁକା କଳାରେ ନୂତନ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି   ଭୁବନେଶ୍ୱର ରମାଦେବୀ ମହିଳା...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୮, ୨୦୨୧)

ଜଣେ ଶିଳ୍ପୀ ରୁକୁଣା ରଥ ରେ ଚିତ୍ର ଆଙ୍କୁଛନ୍ତି କଲେଜ ଛକ ରାସ୍ତା ପାର୍ଶ୍ୱରେ ଥିବା ଜଳ ପୁର୍ଣ କୁଣ୍ଡ ରୁ ଜଳ ପି ତୃଷା...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୬, ୨୦୨୨)

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଦୟା ନଦୀରେ ଜଣେ ବ୍ୟକ୍ତି ଖେପାଜାଲ ପକାଉଛନ୍ତି ଫରେଷ୍ଟ ପାର୍କ ରେ ଏକ ଛୋଟ ଶିଶୁ ବଲ ଖେଳୁଥିବାର ଦୃଶ୍ୟ

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୮, ୨୦୨୧)

କଟକ ଜୋବ୍ରା ଆନିକଟ ମହାନଦୀ କୂଳରେ ଜାଲ ମରାମତି କରୁଛନ୍ତି ଜଣେ ମତ୍ସ୍ୟଜୀବୀ ଭୁବନେଶ୍ୱରର ୟୁନିଟ୍ -୧ ମାର୍କେଟରେ ଦେବୀ ଲକ୍ଷ୍ମୀଙ୍କ ପ୍ରତିମାକୁ ଶେଷ ସ୍ପର୍ଶ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୮, ୨୦୨୧ )

କଟକ ଶିଶୁଭବନ ରିଂ ରୋଡ ପାର୍ଶ୍ୱରେ ଜଣେ ମାସ୍କ ବିକ୍ରେତା ମାସ୍କ ଗୁଡିକୁ ସଜାଇ ରଖୁଛନ୍ତି   ଡେଙ୍ଗୁ ଜ୍ୱର ପାଇଁ ଲୋକଙ୍କୁ ସଚେତନ କରିବା...

Advertisement
Archives

Model This Week