ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୮, ୨୦୨୦)

ଭୁବନେଶ୍ୱରରେ ଆଜିଠାରୁ ଖୋଲିଲା ଓଡିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟ

ଭୁବନେଶ୍ୱର ହଂସପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କଲାରଶିପ ପରୀକ୍ଷା ପାଇଁ ପିଲାମାନେ ଯାଉଛନ୍ତି

 

ବାଲିଅନ୍ତା କୁଆଖାଇ ନଦୀ ପାର୍ଶ୍ୱରେ ମ‍ଇଁଷିମାନେ ଯାଉଛନ୍ତି

 

ପିପିଲି ବାଇପାସ କଡରେ ଶୋଭା ପାଉଛି କାଶତଣ୍ଡୀ ଫୁଲ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୩୦ ଅଗଷ୍ଟ, ୨୦୨୬)

ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଭୁବନେଶ୍ୱରରେ ପ୍ରବଳ ବର୍ଷା       କଟକ ଆଲିଶା ବଜାର ଅଞ୍ଚଳରେ ଯୁବତୀମାନେ ଖୁଦୁରୁକୁଣୀ ପ୍ରଥମ ପାଳି ପୂଜା…

ଓଡ଼ିଶା: ଆଜିର ଫଟୋ ( ୨୯ ଅଗଷ୍ଟ, ୨୦୨୬)

ଶନିବାର ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ବିଭିନ୍ନ ସ୍ଥାପନାକୁ ପର୍ଯ୍ୟଟକମାନେ ଦେଖୁଛନ୍ତି   ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଟଗ୍ ଅଫ୍ ୱାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri