
ଭୁବନେଶ୍ୱର ଓ କଟକରେ ରଜ ପର୍ବ ପାଳନ
ପୁରୀରେ କୁନି ଚିତ୍ରକାର ରଥର ପାର୍ଶ୍ୱ ଦେବତାଙ୍କୁ ରଙ୍ଗ ଦେଉଛନ୍ତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତର ଅବ୍ୟବହିତ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ଅନୁଷ୍ଠିତ କାରକେଡ୍ ରିହଲର୍ସଲ କଟକ ଗଡଗଡିଆ ଘାଟ ମହାନଦୀ...
ଭୁବନେଶ୍ୱର ବମିଖାଲ ରୋଡରେ ବର୍ଷା ପାଣି ଜମିବାରୁ ଗାଡି ମୋଟରର ଲମ୍ବା ଲାଇନ ସ୍ୱାଭାବିକ ହେଉଛି ବସ ଚଳାଚଳ, କଟକ ବାଦାମବାଡ଼ି ମୁଖ୍ୟ...
ଶ୍ରାବଣ ମାସରେ ଜଳ ଲାଗି ନେଇ ବିଭିନ୍ନ ଶୈବ ପୀଠକୁ ଗଡଗଡିଆ ଘାଟ ମହାନଦୀ ତଟରୁ ଜଳ ନେଇ ବାହାରିଥିବା କାଉଡିଆ ବରମୁଣ୍ଡା ପଡିଆରେ ଜାତୀୟ...
ଭଞ୍ଜ କଳାମଣ୍ଡପ ଠାରେ ରସ ଉତ୍ସବ ନୃତ୍ୟ କାର୍ଯ୍ୟକ୍ରମ ଆଷାଢ଼ ପୂର୍ଣ୍ଣିମା ଅବସରରେ ଖାସ୍ପା ସାହିରେ କଣ୍ଢେଇ ଯାତ୍ରାରେ ମହିଳା ମାନେ କଣ୍ଢେଇ କିଣୁଛନ୍ତି। ଓଡିଶା...
କଟକ ଯୋବ୍ରା ଆନିକଟଠାରେ ଜଣେ ଲୋକ ମାଛ ଧରୁଛନ୍ତି କଟକ ଯୋବ୍ରା ଆନିକଟ ଦେଇ ମହାନଦୀରେ ପ୍ରବାହିତ ବନ୍ୟା ଜଳ ଡ୍ରାଇଭର...
କଟକ ନରାଜ ଆନିକଟ ଦେଇ ପ୍ରବାହିତ ପ୍ରଥମ ବନ୍ୟା ଜଳ ଶ୍ରୀମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜନ ସମୁଦ୍ର
ଭୁବନେଶ୍ୱରର ରାସ୍ତାରେ ଘୋଡା ଚାଳକ ଘୋଡାଗାଡି ନେଇ ଯାଉଥିବାର ଦୃଶ୍ୟ
ସୁନାବେଶ ଲାଗି ଅଳଙ୍କାର ଗୁଡ଼ିକୁ ରଥ କୁ ନିଆଯାଉଛି । ଭୁବନେଶ୍ୱରର ବିଭିର୍ଣ୍ଣ ଜଗନ୍ନାଥ ମନ୍ଦିରରେ ସୁନାବେଶ