ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୧, ୨୦୨୦)

ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ନିକଟରେ କୃତ୍ରିମ ଫୁଲ ବିକୁଛନ୍ତି ଜଣେ ବିକ୍ରେତା

 

କଟକ ଯୋବ୍ରା ଆନିକଟ ମହାନଦୀ ଜଳରାଶି ମଧ୍ୟରେ ପଥରଖଣ୍ଡରେ ବସିଥିବା ପକ୍ଷୀ

 

କଟକ ମିଶନରୋଡରେ ବିକ୍ରୟ ପାଇଁ ସାଣ୍ଟା କ୍ଲଜ୍ କଣ୍ଢେଇଗୁଡିକୁ ସଜାଉଛନ୍ତି ବ୍ୟବସାୟୀ

 

ପୁରୀ ବେଳାଭୂମିରେ ଉଡୁଥିବା ପକ୍ଷୀମାନେ

 

କଟକ ବୋସ ଗ୍ରାଉଣ୍ଡ ରାସ୍ତାରେ ଉନ୍ମୁକ୍ତ ଅବସ୍ଥାରେ ବିଦ୍ୟୁତ କଟଆଉଟ ବକ୍ସ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୩୦ ଅଗଷ୍ଟ, ୨୦୨୬)

ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଭୁବନେଶ୍ୱରରେ ପ୍ରବଳ ବର୍ଷା       କଟକ ଆଲିଶା ବଜାର ଅଞ୍ଚଳରେ ଯୁବତୀମାନେ ଖୁଦୁରୁକୁଣୀ ପ୍ରଥମ ପାଳି ପୂଜା…

ଓଡ଼ିଶା: ଆଜିର ଫଟୋ ( ୨୯ ଅଗଷ୍ଟ, ୨୦୨୬)

ଶନିବାର ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ବିଭିନ୍ନ ସ୍ଥାପନାକୁ ପର୍ଯ୍ୟଟକମାନେ ଦେଖୁଛନ୍ତି   ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଟଗ୍ ଅଫ୍ ୱାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri