Posted inUncategorized

ବୁଦ୍ଧିମାନ ହୋଇଥିଲେ ଗର୍ବି ସ୍ବଭାବ ଯୋଗୁ ନିଜର କ୍ଷତି କରିଥାନ୍ତି ଏହି ୩ ରାଶିର ବ୍ୟକ୍ତି; ଆପଣ ନୁହନ୍ତି…

ଜ୍ୟୋତିଷଶାସ୍ତ୍ରରେ ରାଶି ଅନୁଯାୟୀ ଗୁଣ, ଦୋଷ ଏବଂ ସ୍ବଭାବ ଆଦି ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। କିଛି ଲୋକ ବହୁତ ବୁଦ୍ଧିମାନ ହୋଇଥିଲେ ହେଁ ଅହଂଙ୍କାର ପାଇଁ ସବୁକିଛି ବରବାଦ କରିଦେଇଥାନ୍ତି। ଆସନ୍ତୁ ଜାଣିବା:

ମିଥୁନ: ଏହି ରାଶିର ଜାତକଧାରୀ ବହୁତ ବୁଦ୍ଧିମାନ, ଚତୁର ହୋଇଥାନ୍ତି। ଆତ୍ମବିଶ୍ୱାସରେ ଭରପୂର ହୋଇଥିବା ଯୋଗୁ ଯେକୌଣସି ସ୍ଥାନରେ ସହଜରେ ଏମାନେ ନିଜର ପରିଚୟ ସୃଷ୍ଟି କରିଥାନ୍ତି। ହେଲେ ଏହି ରାଶିର ପ୍ରକୃତି ଅହଂ ଭାବନା ଜାଗ୍ରତ କରାଏ। ଏଥିଯୋଗୁ ଏହି ରାଶିର ଲୋକ ନିଜ କ୍ୟାରିୟରରେ ବହୁତ ଆଗକୁ ବଢ଼ି ପାରନ୍ତି ନାହିଁ।

ମକର: ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମକର ରାଶିର ଲୋକଙ୍କ ମଧ୍ୟରେ ଗର୍ବ, ଅହଂଙ୍କାର ଭରପୂର ଥାଏ। ଏଥିଯୋଗୁ ସେମାନେ ଜୀବନରେ ବିଶେଷ କିଛି କରିପାରନ୍ତି ନାହିଁ। କେବଳ ଏହି କାରଣରୁ ସେମାନେ ଭଲ କାମକୁ ବିଗାଡ଼ି ଦେଇଥାନ୍ତି। ଏମାନେ ବହୁତ ଅଭିମାନୀ ମଧ୍ୟ ହୋଇଥାନ୍ତି।

ବୃଷ: ଏହି ରାଶିର ଲୋକ ଅଭିମାନୀ ହୋଇଥାନ୍ତି। ଏମାନେ ନିଜ ଛଡ଼ା ଅନ୍ୟ କାହାକୁ ପରବାୟ କରନ୍ତି ନାହିଁ। ଏହି ରାଶିର ଜାତକଧାରୀ ଭାବନ୍ତି, ସେମାନେ ଯାହା କୁହନ୍ତି ତାହା ଠିକ୍‌। ଅନ୍ୟମାନେ ଯାହା କହୁଛନ୍ତି ତାହା ଭୁଲ। ଏଭଳି ଦୃଷ୍ଟିକୋଣ ଯୋଗୁ ସେମାନେ ନିଜର କ୍ଷତି କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀ ମହୋତ୍ସବ ଶୋଭାଯାତ୍ରାରେ ବାଜିବ ନି ଡିଜେ

ଭଦ୍ରକ ଅଫିସ,୧୦।୩: ଭଦ୍ରକ ରାମନବମୀ ମହୋତ୍ସବ ଉପଲକ୍ଷେ ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

୮୩୧୨ କୋଟି ଟଙ୍କା ପୈଠକଲା ଏୟାରଟେଲ୍‌

ନୂଆଦିଲ୍ଲୀ,୧୮।୮: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ଏୟାରଟେଲ୍‌ ୫ଜି ସ୍ପେକ୍ଟ୍ରମ ଦେୟ ବାବଦରେ ବୁଧବାର ଭାରତ ସରକାରଙ୍କ ଟେଲିକମ୍‌ ବିଭାଗକୁ ୮୩୧୨.୪ କୋଟି ଟଙ୍କା...

ଖର୍ଚ୍ଚ ପାଇଁ ତରବର

ଭୁବନେଶ୍ୱର,୫ା୩(ବ୍ୟୁରୋ) ୨୦୨୧-୨୨ ଆର୍ଥିକ ବର୍ଷ ଶେଷ ହେବାକୁ ବସିବସିଥିବାବେଳେ ଅନେକ ବିଭାଗ ବଜେଟ ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହୋଇନାହାନ୍ତି। ଏପରି କି କେତେକ ବିଭାଗ...

୨ଜି ଜୈବ ଇଥାନଲ ବିଶୋଧନାଗାର କାମର ଫଟୋ ପୋଷ୍ଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର,୩ା୨(ବ୍ୟୁରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ଠାରେ ବିପିସିଏଲ୍‌ ଦ୍ୱାରା ପ୍ରତିଷ୍ଠା ହେଉଥିବା ୨ଜି ଜୈବ ଇଥାନଲ ବିଶୋଧନାଗାରର ଅଗ୍ରଗତି କାର୍ଯ୍ୟର ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।...

ଫୁସ୍‌କିଗଲା ଫଳାଫଳ

ସ୍ମାର୍ଟ ହୋଇଛି ସ୍କୁଲ। ଗୁଣାତ୍ମକ ଶିକ୍ଷା ପାଇଁ ସୃଷ୍ଟି କରାଯାଇଛି ସୁନ୍ଦର ପରିବେଶ। ହେଲେ ଫଳାଫଳ କିନ୍ତୁ ଆଶାଜନକ ହୋଇପାରୁନାହିଁ। କେଉଁଠାରେ ବର୍ଷ ବର୍ଷ ଧରି...

କ୍ଷତିକାରକ ଏକକ ବ୍ୟବହୃତ ପ୍ଲାଷ୍ଟିକ

ଏକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ମନୁଷ୍ୟ ସମାଜରେ ବଢୁଥିବା କ୍ୟାନ୍‌ସର ପାଇଁ ମଧ୍ୟ ଏହି ଅତି କ୍ଷୁଦ୍ର ପ୍ଲାଷ୍ଟିକ ଦାୟୀ। କରୋନା ଭୂତାଣୁ...

ବୟସ୍କଙ୍କ ପ୍ରତି ସମ୍ବେଦନଶୀଳ ହେବା

ବୃଦ୍ଧାବସ୍ଥା, ମାନବ ଜୀବନର ଅନିବାର୍ଯ୍ୟ ସୋପାନ। ଜୀବନର ହାରାହାରି ବୟସ ବୃଦ୍ଧି କାରଣରୁ କେବଳ ଆମଦେଶ ଭାରତରେ ନୁହେଁ ବରଂ ବିଶ୍ବର ବିଭିନ୍ନ ଦେଶରେ ବୃଦ୍ଧାବୃଦ୍ଧଙ୍କ...

ବ୍ରୋଞ୍ଜ ପାଇଁ ଲଢ଼ିବେ ଅଷ୍ଟ୍ରେଲିଆ-ନେଦରଲାଣ୍ଡ୍ସ

ଭୁବନେଶ୍ୱର, ୨୯।୧: ହକି ବିଶ୍ୱକପର ବ୍ରୋଞ୍ଜ ପଦକ ପାଇଁ ରବିବାର ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ମଧ୍ୟରେ ଲଢ଼େଇ ହେବ। କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ ୪ଟା ୩୦ରେ...

Advertisement
Archives

Model This Week