Posted inଫୁରସତ

ବ୍ରାଜିଲରେ କୋକା କୋଲା ହ୍ରଦ

କୋକା କୋଲା ବିଶ୍ୱର ଲୋକପ୍ରିୟ ଥଣ୍ଡା ପାନୀୟ। ଏହାର ଫିଜି ଟେଷ୍ଟ ଓ ସୁଗାର କୋଲା ଫ୍ଲେବର ଦେଶୀ ହେଉ କି ଚାଇନିଜ ଖାଦ୍ୟ ସହିତ ନେବାର ମଜା ହିଁ ଅଲଗା। କିନ୍ତୁ କୋକା କୋଲା ହ୍ରଦରେ ସୁଇମ କରିବାକୁ କେବେ ଚିନ୍ତା କରିଛନ୍ତି ? ବ୍ରାଜିଲରେ ଏମିତି ଏକ ହ୍ରଦ ଅଛି, ଯାହାର ପାଣି କୋକା କୋଲା ଭଳି। ଏବେ ଏହା ଜଣାଶୁଣା ପର୍ଯ୍ୟଟନ ସ୍ଥଳି ପାଲଟିଛି।

ବ୍ରାଜିଲର ରିଓ ଗ୍ରାଣ୍ଡ ନର୍ଟ ଅଞ୍ଚଳର ‘ମାଟା ଡେ ଇଷ୍ଟ୍ରାଲା’ ରିଜର୍ଭରେ ଥିବା ହ୍ରଦର ପ୍ରକୃତ ନାମ ଆରାରାକ୍ୱାରା। ଲାଗାଓ ଡେ କୋକା କୋଲା ଭାବେ ଜଣାଶୁଣା ଏହି ହ୍ରଦ। ପାଣିର ସ୍ବତନ୍ତ୍ର ରଙ୍ଗ ପାଇଁ ଏହାକୁ କୋକା କୋଲା ହ୍ରଦ କୁହାଯାଏ। ହ୍ରଦର ପ୍ରାକୃତିକ ରଙ୍ଗ ଗାଡ଼ କଳା। ଏହା ପଛର କାରଣ ଅଙ୍ଗାରକାମ୍ଳ ନୁହିଁ। ବୈଜ୍ଞାନିକଙ୍କ ଅନୁଯାୟୀ, ମାଟିରେ ଅତ୍ୟଧିକ ମାତ୍ରାରେ ଆଇରନ ଅକ୍ସାଇଡ୍‌ ଓ ଆଇଓଡିନ ଉପସ୍ଥିତ ଥିବାରୁ ପାଣିର ରଙ୍ଗ ସମ୍ପୂର୍ଣ୍ଣ କଳା। ହ୍ରଦର ପାଣିକୁ ଘେରି ରହିଛି ଧଳା ବାଲି। ବ୍ରାଜିଲର ପର୍ଯ୍ୟଟନ ଓ୍ବେବସାଇଟ୍‌ ଅନୁଯାୟୀ, ହ୍ରଦର ପାଣି ଅପରିଷ୍କାର ନୁହେଁ। ପହଁରିବା ଓ ଗାନ୍ଧେଇବା ପାଇଁ ଏହା ସମ୍ପୂର୍ଣ୍ଣ ଉପଯୋଗୀ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଭଳି ଦେଖାଯାଉଛି ଏହି ମାଛ! ଭିଡିଓ ଦେଖିଲେ…

ଦୁନିଆରେ ଅନେକ ଅଜବ ଜିନିଷ ରହିଛି। ଏଣୁ କେବେ, କ’ଣ ଦେଖିବାକୁ ମିଳିବ ତାହା କହିହେବ ନାହିଁ। ବେଳେବେଳେ ଆମ ସାମ୍ନାକୁ ଏପରି ଜିନିଷ ଆସେ...

ଝୁମର୍‌ ଝୁମ୍‌କା

ନାରୀର ପ୍ରିୟ ଆଭୂଷଣ ମଧ୍ୟରେ କାନର ଝୁମ୍‌କା ଅନ୍ୟତମ। ତେଣୁ ଝୁମ୍‌କାର ଭଲ ସଂଗ୍ରହ ଥାଏ ପ୍ରାୟ ସବୁ ମହିଳାଙ୍କ ପାଖରେ। ଭିନ୍ନ ଭିନ୍ନ ଡିଜାଇନର...

ପ୍ରେମିକଙ୍କୁ ବିବାହ କରିବା ପାଇଁ ବାଂଲାଦେଶରୁ ଭାରତ ପହଁରି ପହଁରି ଆସିଲେ ଯୁବତୀ

ପ୍ରେମରେ ବହୁତ ଶକ୍ତି ଥାଏ ବୋଲି କୁହାଯାଏ। ଯଦି ପ୍ରେମ ସତ୍ୟ ତେବେ ଜଣେ ବ୍ୟକ୍ତି କିଛି ବି କରିପାରେ। ବାଂଲାଦେଶର ଜଣେ ଯୁବତୀ ଏହି...

କାର୍ଟୁନ ଦେଖି ସୁପରହିରୋ ପାଲଟିଲେ ଏହି ଶିଶୁ, ଟିଭିର ଅବସ୍ଥା କଲେ ଏମିତି; ଭିଡିଓ ଦେଖିଲେ…

ଟିଭିରେ ନିଜ ମନପସନ୍ଦର କାର୍ଟୁନ ଦେଖିବାକୁ ଅନେକ ଶିଶୁ ଭଲପାଆନ୍ତି। କେବେ କେବେ କାର୍ଟୁନ କ୍ୟାରେକ୍ଟରକୁ ନକଲ କରନ୍ତି ତ ଆଉ କେବେ ଆକ୍ସନ ଜରିଆରେ...

ଗ୍ରେଟର ନୋଏଡ଼ା ଆକାଶରେ ଏଲିଅନ୍‌: ଲୋକେ ଆତଙ୍କିତ !

ନୋଏଡା, ୧୮।୧୦: ଆକାଶରେ ଲାଲ୍‌ ରଙ୍ଗର ଏଲିଅନ୍‌ ନେଇ ଉତ୍ତରପ୍ରଦେଶ ଗ୍ରେଟର ନୋଏଡ଼ା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସ୍ଥାନୀୟ ଦଙ୍କୌର ଅଞ୍ଚଳର ପାରସୌଲ...

ପ୍ୟାର୍‌ ତୁନେ କ୍ୟା କିୟା…

କଥାରେ ଅଛି- ଋତୁଙ୍କର ରାଜା ବସନ୍ତ ଆସେ, ମଳୟ ପବନ ସଭିଙ୍କୁ ରସେ। ପୁରାଣଠାରୁ ଏଯାବତ୍‌ ବସନ୍ତ ମାସକୁ ନେଇ ଲେଖାଯାଇଥିବା ଯାବତୀୟ ପ୍ରେମ କବିତା...

ଶୋଇଲେ ମିଳୁଛି ଟଙ୍କା

କୋଲକାତା: ବ୍ୟସ୍ତବହୁଳ କାରଣରୁ ଲୋକଙ୍କ କ୍ଷେତ୍ରରେ ବିଶ୍ରାମ କରିବା ବା ଶୋଇବାର ଉପଯୁକ୍ତ ସମୟ କମିଥିବା ଦେଖିବାକୁ ମିଳିଛି, ଯାହାଫଳରେ ମନୁଷ୍ୟ ଶରୀରରେ ବହୁ ରୋଗ...

କମ୍ପ୍ୟୁଟର ଗର୍ଲ

ହିସାର: କମ୍ପ୍ୟୁଟର ଠାରୁ ବି ଶୀଘ୍ର ଉତ୍ତର ଦେଇପାରୁଛନ୍ତି ଦୁଇ ବର୍ଷର ବାଳିକା । ସେଥିପାଇଁ ଏବେ ଏହି ବାଳିକାଙ୍କୁ କମ୍ପ୍ୟୁଟର ଗର୍ଲ କୁହାଯାଉଛି। ଏଭଳି...

Advertisement
Archives

Model This Week